
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ( ଆରଏସ୍ଏସ୍) ପରିଚାଳିତ ଆମ ଦେଶେର ଚାଲିଥିବା ବେିଜପି ନେତୃତ୍ୱାଧିନ ନବ୍ୟଫାଶୀବାଦ ଶାସନେର ବୃହତ୍ ପୁଞ୍ଜିପତି ଓ ହିନ୍ଦୁତ୍ୱବାଦୀ ଉଗ୍ର ସଂପ୍ରଦାୟିକ ଶକ୍ତିର କୁଚକ୍ର ବିରୁଦ୍ଧେର ଲେଢଇ କରି ଆମ ଦେଶର ଧମର୍ନିରେପକ୍ଷ ଗଣତନ୍ତ୍ର, ସାମାଜିକ ନ୍ୟାୟ, ଅଥର୍ନେ÷ତିକ ସାବର୍ଭେøମତ୍ୱ, ସଂଘୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ ସିପିଆଇ(ଏମ) ର ୨୪ ତମ ପାର୍ଟି କେଂଗ୍ରସ ରେ ନିଆଯାଇଥିବା ନିଷ୍ପତିକୁ ଓଡିଶୋର କାର୍ଯ୍ୟକାରୀ କରିବା ପାଇଁ ଗତ ସେପ୍ଟେମ୍ବର ୩ ଓ ୪ ତାରିଖେର ସିପିଆଇ(ଏମ) ରାଜ୍ୟ କମିଟି ବୈଠକେର ଗୃହୀତ ଯୋଜନାକୁ ଚାନ୍ଦବାଲି ବ୍ଲକେର କାର୍ଯ୍ୟକାରୀ କରିବା ପାଇଁ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଏକ ସାଧାରଣ ବୈଠକ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟିର ବରିଷ୍ଠ ନେତା ମଳୟ ଭୋଇ ଙ୍କ ସଭାପତିତ୍ୱେର ସିପିଆଇ(ଏମ) ଚାନ୍ଦବାଲି ପାର୍ଟି କାର୍ଯ୍ୟାଳୟ ଠୋର ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ବୈଠକେର ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କେମ୍ରଡ ସେନ୍ତାଷ ଦାସ ଓ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ଯୋଗେଦଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେର୍ପୋରଟ ସପକ୍ଷବାଦୀ ଚାଷୀ ଓ ଶ୍ରମିକମାରଣ ନୀତି ବିରୁଦ୍ଧେର ଲେଢଇ ପାଇଁ ସିପିଆଇ(ଏମ) ର ୨୪ ତମ ପାର୍ଟି କେଂଗ୍ରସ ରେ ନିଆଯାଇଥିବା ନିଷ୍ପତି ସଂପକର୍ରେ ଅୋଲାଚନା କରିଥେôଲ । ଚାନ୍ଦବାଲି ବ୍ଲକର ସମସ୍ତ ପଂଚାୟତେର ସରକାରୀ ଧାନ କ୍ରୟ ମଣ୍ଡି ତୁରନ୍ତ ଖୋଲିବା, ୧୪ ଟି ଅତ୍ୟାବଶ୍ୟକ ସାମଗ୍ରୀ କୁ କେଂଟ୍ରାଲ ସାମଗ୍ରୀ ଭୁକ୍ତ କରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଦାବି ନେଇ ଆଗାମୀ ଦିନେର ଚାନ୍ଦବାଲି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖେର ବେିକ୍ଷାଭ ପ୍ରଦଶର୍ନ କରାଯିବ ବୋଲି ବୈଠକେର ନିଷ୍ପତି ନିଆଯାଇଥିଲା । ଏହି ସାଧାରଣ ବୈଠକେର ଅନ୍ୟମାନଙ୍କ ମଧ୍ୟେର ବରିଷ୍ଠ ନେତା ବ୍ରହ୍ମାନନ୍ଦ ପରିଡା, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ବରିଷ୍ଠ ନେତା ଚକ୍ରଧର ଦାସ, ଯୁବେନତା େଅଶାକ େବେହରା, ବରିଷ୍ଠ ନେତା ଜୟୀରାମ ଦାସ, ଇଂ କାହ୍ନୁ କେିଶାର ସାହୁ, ଫକୀର ସ୍ୱାଇଁ, କୀତର୍ନ ବିଶ୍ୱାଳ, ଦିବାକର ସେନାପତି, ଗଙ୍ଗାଧର ମହାଳିକ, ନବଘନ ନାଥ, ରମାକାନ୍ତ େବେହରା, ମହିଳା ନେତ୍ରୀ ପ୍ରତିଭା ପଣ୍ଡା, ମହିଳା ନେତ୍ରୀ ଅନ୍ନପୂର୍ଣ୍ଣା ସେଠୀ ପ୍ରମୁଖ ଯୋଗେଦଇ ଅୋଲାଚନୋର ଅଂଶଗ୍ରହଣ କରିଥେôଲ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
----------------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ