ପ୍ରେମାନନ୍ଦ ଦାସ ବାବାଜୀଙ୍କ ପ୍ରଥମ ସ୍ମରଣ ଉତ୍ସବ
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ପ୍ରେମାନନ୍ଦ ଦାସ ବାବାଜୀ (ପରିବା ବାବା)ଙ୍କ ପ୍ରଥମ ସ୍ମରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲେକ୍ଷ ଜାଗୁଳା ରେଡକ୍ରସ ଠାରୁ ବ୍ରାହ୍ମମୂହୁତର୍ରୁ ଏକ ବିଶାଳ କୀତର୍ନ ଶୋଭାଯାତ୍ରା ରେ ଶତାଧିକ ଭକ୍ତଭକ୍ତା ସାମିଲ ହୋଇ ଜାଗୁଳା ପଂଚାୟତରୁ ବାହାରି ଧାମରା ଏବ
PREMANANDA DAS SMARAN UTSAV


ଭଦ୍ରକ, ୧୫ ନେଭମ୍ବର (ହି.ସ.)- ପ୍ରେମାନନ୍ଦ ଦାସ ବାବାଜୀ (ପରିବା ବାବା)ଙ୍କ ପ୍ରଥମ ସ୍ମରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲେକ୍ଷ ଜାଗୁଳା ରେଡକ୍ରସ ଠାରୁ ବ୍ରାହ୍ମମୂହୁତର୍ରୁ ଏକ ବିଶାଳ କୀତର୍ନ ଶୋଭାଯାତ୍ରା ରେ ଶତାଧିକ ଭକ୍ତଭକ୍ତା ସାମିଲ ହୋଇ ଜାଗୁଳା ପଂଚାୟତରୁ ବାହାରି ଧାମରା ଏବଂ ନରସିଂହପୁର ହୋଇ ଏହା ଜାଗୁଳା ରେଡକ୍ରସ ଠୋର ପହଂଚିଥିଲା। ପରେ ଅଷ୍ଟପ୍ରହରୀ ନାମଯଞ ଆରମ୍ଭ ହୋଇଥିଲା। ଏଠାରେ େଉଲ୍ଲଖେଯାଗ୍ୟ ସ୍ୱଗର୍ତ ପ୍ରେମାନନ୍ଦ ଦାସ ବାବାଜୀ ମହାରାଜ ପୁରୀର ଝାଞ୍ଜିପିଟା ମଠ ସହ େଓତପ୍ରୋତ ଭାବେ ଜଡିତ ଥିବା ବେଳେ ଧାମରା,ଚାନ୍ଦବାଲି. ଘେଂଟଶ୍ୱର ,ତିହିଡି ଅଂଚଳେର ଜଣେ ଘରେ ଘେର ପରିଚିତ ସାଧୁ ଥେିଲ। ଗତ ନେଭମ୍ବର ୧୫ ତାରିଖେର ତାଙ୍କର ସ୍ୱର୍ଗାବାସ ହୋଇଥିବା ବେଳେ ତାଙ୍କର ନାମକୁ ସ୍ମରଣ ରଖିବା ପାଇଁ ଅଂଚଳର ଭକ୍ତଭକ୍ତା ମାନଙ୍କ ତର‘ରୁ ଆଜି ଏହି ସ୍ମରଣ ଉତ୍ସବ ପାଳନ କରିଛନ୍ତି। ଏହି ଉପଲେକ୍ଷ ନାମଯଜ୍ଞ ଚାଲୁଥିବା େବେଳ ବହୁ ସାଧୁସନ୍ଥ ମାନେ ଆସି ଯୋଗ ଦେଇଥେିଲ। ଆଜିର ଏହି ନାମଯଜେ୍ଞର ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଆଜିର ଏହି ସ୍ମରଣ ଉତ୍ସବରେ ଜାଗୁଳା ତଥା ଧାମରା ପଂଚାୟତର ବହୁ ଭକ୍ତଭକ୍ତା ମାନେ ଯୋଗ ଦେଇଥେିଲ।

ହିନ୍ଦୁସ୍ଥାନ ସମାଚାର / ପ୍େରମାଦ

-----------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande