ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କ କୁ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ
ବଲାଙ୍ଗିର, 15 ନଭେମ୍ବର (ହି.ସ.) ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟତି ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରାଯାଉଛି । ସେହି ଉପଲେକ୍ଷେ ଆଜି ବଲାଙ୍ଗୀର ପୌର ପରିଷଦ ତରଫରୁ ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କ କୁ ଧରତୀ ଆବା ଭଗବାନ ବିର୍ସା ମ
ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କ କୁ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ


ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କ କୁ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ


ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କ କୁ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ


ବଲାଙ୍ଗିର, 15 ନଭେମ୍ବର (ହି.ସ.)

ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟତି ଉପଲକ୍ଷେ ଜନଜାତୀୟ ଗୌରବ ଦିବସ

୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରାଯାଉଛି । ସେହି ଉପଲେକ୍ଷେ ଆଜି ବଲାଙ୍ଗୀର ପୌର ପରିଷଦ ତରଫରୁ ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କ କୁ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ ଭଗବାନ ବିର୍ସା ମୁଣ୍ଡା ବଲାଙ୍ଗୀର ଉଦ୍ୟାନ ନାମରେ ନାମିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ଏହି ଉତ୍ସବ ରେ ଉପାଧକ୍ଷା ଗାୟତ୍ରୀ ଭୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଆଦିବାସୀ ନେତା ସତ୍ୟ ନାରାୟଣ ଭୋଇ ଙ୍କ ସହ କାଉନସିଲର ହେଲେ ଲଲାଟେନ୍ଦୁ ପଟ୍ଟନାୟକ , ସତ୍ୟ ନାୟକ ,ଗଙ୍ଗା ଚାନ୍ଦ, ଶତ୍ରୁଘ୍ନ ବାଗ,ନନ୍ଦିନୀ ପୋଢ଼, ଇସ୍ମତ ଆରା ଖାନ, ପ୍ରେମଲତା ନାୟକ, ପ୍ରତିମା ଛତ୍ରିଆ, ସନ୍ତୋଷିନୀ କୁଅଁର ,ପିଙ୍କି କବାଟ ସହ ସମସ୍ତ ସ୍ୱଚ୍ଛ ସାଥୀ ସୁପର ଭାଇଜର୍, ସ୍ୱଚ୍ଛ ସାଥୀ ଓ ପୌର ପରିଷଦ ର ସମସ୍ତ କର୍ମଚାରୀ ଓ ଅଧିବାସୀ ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande