ଧାମନଗର କଲେଜେର ପି.ଏମ୍‌. ଉଷା ତରଫରୁ ରାଜ୍ୟସ୍ତରୀୟ କମର୍ଶାଳା ଉଦଯାପନ ଉତ୍ସବ
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରେର ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ତରଫରୁ ଶୀଷର୍କ “ଇନଷ୍ଟିଚ୍ୟୁସନାଲ୍ ପ୍ରେିପୟାର୍ଡ଼େନସ ଫର ନାକ ଆକ୍ରିଡ଼େିଟସନ” ତ୍ରିଦିବସୀୟ ଏକ ରାଜ୍ୟସ୍ତରୀୟ କମର୍ଶାଳା ଗତ ୧୩ ତାରିଖେର ଉଦଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟ
DHAMNAGAR COLLEGE KARMASALA


ଭଦ୍ରକ, ୧୫ ନେଭମ୍ବର (ହି.ସ.)- ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରେର ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ତରଫରୁ ଶୀଷର୍କ “ଇନଷ୍ଟିଚ୍ୟୁସନାଲ୍ ପ୍ରେିପୟାର୍ଡ଼େନସ ଫର ନାକ ଆକ୍ରିଡ଼େିଟସନ” ତ୍ରିଦିବସୀୟ ଏକ ରାଜ୍ୟସ୍ତରୀୟ କମର୍ଶାଳା ଗତ ୧୩ ତାରିଖେର ଉଦଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପେୌରାହିତ୍ୟ ରେ ଉଦଘାଟନ ଦିବସ ଅବସରେର ମୁଖ୍ୟଅତିଥି ଭୋବ ଫକୀରେମାହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ସେନ୍ତାଷ କୁମାର ତ୍ରିପାଠୀ ଓ କେଲଜ ବିକାଶ ପରିଷଦର ନେିଦ୍ଦର୍ଶକ ଡ. ସେନ୍ତାଷ କୁମାର ଅଗ୍ରୱାଲା ମୁଖ୍ୟବକ୍ତା, ଦ୍ୱିତୀୟ ଦିବସେର ମୁଖ୍ୟଅତିଥି ଭୋବ ଓ. ଏସ. ଏଚ.ଇ.ସି.ର କାର୍ଯ୍ୟକାରୀ ସଦସ୍ୟ ପ୍ର. ସୁସ୍ମିତ ପାଣି ଓ ଆକେଡମିକ କନସଲଟାଂଟ ଡ. ପ୍ରଦୀପ କୁମାର େବେହରା ମୁଖ୍ୟବକ୍ତା, ତୃତୀୟ ଦିବସ ତଥା ଉଦଯାପନୀ ଦିବସେର ମୁଖ୍ୟଅତିଥି ଭୋବ ଓଡ଼ିଶା ନାକ ଆମ୍ବାସାଡ଼ର ପ୍ର. ଡ. ଜୟନ୍ତ କୁମାର ପରିଡ଼ା ଓ ବୋଲଶ୍ୱର ଆଂଚଳିକ ନେିଦ୍ଦର୍ଶାଳୟର ନେିଦ୍ଦର୍ଶକ ଡ. ହେମନ୍ତ କୁମାର ଘଡ଼ାଇ ମୁଖ୍ୟବକ୍ତା ଭୋବ ଯୋଗେଦଇ ନାକ ଅନୁବନ୍ଧନ ବିଷୟେର ଅୋଲାକପାତ କରିଥେôଲ । ଅଧ୍ୟାପକ ଆଶୀର୍ବାଦ ମହାନ୍ତିଙ୍କ ନେତୃତ୍ୱେର ନାକ ସମ୍ପର୍କିତ ପ୍ରେଶ୍ନାତର କାର୍ଯ୍ୟକ୍ରମ ଜରିଅୋର ବିଭିନ୍ନ ମହାବିଦ୍ୟାଳୟର ଯୋଗେଦଇଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସେନ୍ଦହ ଦୂରୀଭୂତ କରିଥେôଲ । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ମୁଖ୍ୟ ସେଂଯାଜକ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ କାର୍ଯ୍ୟକ୍ରମର ବିଷୟ ଆଭିମୁଖ୍ୟ, ଅଧ୍ୟକ୍ଷ ଅଜୟ କୁମାର ବେଜ ସ୍ୱାଗତ ସମ୍ଭାଷଣ, ଡ. ସାଜିଆ ତମକିନ ଅତିଥିଙ୍କୁ ମଂଚ ଆମନ୍ତ୍ରଣ, ଅଧ୍ୟାପିକା ବାସ୍ତବିକା ଦାସ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ସ୍ୱାଗତିକା ରାୟ ମଂଚ ସଂଚାଳନ କରିଥେôଲ । ଏହି କମର୍ଶାଳୋର ସକ୍ରିୟ ଅଂଶ ଗ୍ରହଣ କରିଥିବା ଧାମନଗର ମହାବିଦ୍ୟାଳୟ ସେମତ ଭଦ୍ରକ ଜିଲ୍ଲାର ପ୍ରାୟ ୨୫ ଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଆଧ୍ୟାପିକା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଶେଷେର ଏହି କାର୍ଯ୍ୟକ୍ରମର ଅନ୍ୟତମ ସଦସ୍ୟ ଅଧ୍ୟାପକ ସତ୍ୟନ କୁମାର ଜେନା ଧନ୍ୟବାଦ ଅପର୍ଣ କରିଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

------------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande