ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ସଭାପତି ଇଂ ପ୍ରୟାସ ସାମଲଙ୍କୁ କ୍ଲିନ୍ ଚିଟ୍‌, ବହୁ ଚର୍ଚ୍ଚିତ ଉଚ୍ଚ ନ୍ୟାୟାଳୟ ମାମଲାର ଘଟିଲା ଅନ୍ତ, ବେିରାଧୀଙ୍କୁ ଝଟକା
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ବରପଦାରେ ଥିବା ଭଦ୍ରକ ଯାନ୍ତ୍ରିକ ମହାବିଦ୍ୟାଳୟ ମାମଲାର ଘଟିଛି ଅନ୍ତ। ଏହି ମହାବିଦ୍ୟାଳୟର ସଭାପତି ଇଂଜିନିୟର ପ୍ରୟାସକାନ୍ତି ସାମଲଙ୍କ ନାମରେ ୨୦୧୬ ମସିହାରୁ ଚାଲିଥିବା ମାମଲାରେ ତାଙ୍କୁ ମିଳିଛି କ୍ଲିନ୍ ଚିଟ୍‌। ଏବଂ ବେିରାଧୀଙ୍କୁ ଲାଗିଛି ଶକ୍ତ ଧକ୍କା। ଏଠାରେ ସୂ
BARAPADA COLLEGE CASE


ଭଦ୍ରକ, ୧୫ ନେଭମ୍ବର (ହି.ସ.)- ବରପଦାରେ ଥିବା ଭଦ୍ରକ ଯାନ୍ତ୍ରିକ ମହାବିଦ୍ୟାଳୟ ମାମଲାର ଘଟିଛି ଅନ୍ତ। ଏହି ମହାବିଦ୍ୟାଳୟର ସଭାପତି ଇଂଜିନିୟର ପ୍ରୟାସକାନ୍ତି ସାମଲଙ୍କ ନାମରେ ୨୦୧୬ ମସିହାରୁ ଚାଲିଥିବା ମାମଲାରେ ତାଙ୍କୁ ମିଳିଛି କ୍ଲିନ୍ ଚିଟ୍‌। ଏବଂ ବେିରାଧୀଙ୍କୁ ଲାଗିଛି ଶକ୍ତ ଧକ୍କା। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନେର ଆଥିର୍କ ଅନିୟମିତତା ନେଇ ଇଂଜିନିୟର ସାମଲଙ୍କ ବିରୁଦ୍ଧେର ଏହି ମହାବିଦ୍ୟାଳୟର କେତେକ ନ୍ୟସ୍ତ ସ୍ୱାର୍ଥ ସଂପନ୍ନ କୁଚକ୍ରୀ ଗୋଷ୍ଠୀ ୨୦୧୬ ମସିହାରୁ ଉଚ୍ଚ ନ୍ୟାୟାଳୟେର ମିଥ୍ୟା ଅଭେିଯାଗ ନେଇ ମାମଲା ରୁଜୁ କରିଥେôଲ। ଏହାର ଅଭେିଯାଗର ଶୁଣାଣି ତଳ କୋଟର୍ରେ ହେବା ନେଇ ମାନ୍ୟବର ଅଦାଲତ ଆଦେଶ ଦେଇଥେôଲ। ଶିକ୍ଷାନୁଷ୍ଠାନ ଭଳି ମନ୍ଦିରର ଯାହାକିଛି ସମସ୍ୟା ଅଛି, ତାହା ଏସ୍‌ଡେିଜଏମ୍ କୋଟର୍ରେ ଶୁଣାଣି କରିବାକୁ ଉଚ୍ଚ ନ୍ୟାୟାଳୟର ବିଚାରପତି ତାଙ୍କ ରାୟରେ ଦର୍ଶାଇଥେôଲ। ସେହି ମାମଲା ଭଦ୍ରକ ଏସ୍‌ଡେିଜଏମ୍ କୋଟର୍ରେ ଶୁଣାଣି ସମୟରେ ଅଭେିଯାଗକାରୀମାନେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ରଖିନପାରିବା ସହ ଅନୁପସ୍ଥିତ ରହିବାରୁ ଏହି ମାମଲାକୁ ଆଉ ଆଗକୁ ବଢାନଯାଉ ବୋଲି ଜାତୀୟ ଲୋକ ଅଦାଲତ ତାଙ୍କ ରାୟ ଶୁଣାଇଥେôଲ। ଫଳରେ ଦୀଘର୍ବର୍ଷ ଧରି ଆଗତ ହୋଇଥିବା ବିବାଦର ଘଟିଛି ଅବସାନ। ବେିଶଷକରି ଅଭେିଯାଗକାରୀମାନେ ନିୟମିତ ଅନୁପସ୍ଥିତ ରହିବାରୁ ମାନ୍ୟବର ଅଦାଲତ ମାମଲାକୁ ଶେଷ କରିଛନ୍ତି। ଫଳେର ଏହି ଶିକ୍ଷାନୁଷ୍ଠାନ ବିରୁଦ୍ଧେର ଆଥିର୍କ ଅନିୟମିତତା ମାମଲା ଆଉ ଆଗକୁ ବଢିବନି ବୋଲି ବରପଦା ସ୍କୁଲ ଅଫ୍ ଇଂଜିନିୟରିଂ ସୋସାଇଟିର ସଭାପତି ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଏହି ଶିକ୍ଷାନୁଷ୍ଠାନକୁ ଲାଗି ରହିଥିବା ୨୬ ଏକର ଜମେିର ଭଦ୍ରକ ଜିଲାବାସୀଙ୍କର ଦୀଘର୍ଦିନର ଦାବି ଭଦ୍ରକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଇଂଜିନିୟର ସାମଲ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଇତିମଧ୍ୟେର କାର୍ଯ୍ୟକାରୀ ହୋଇଛି। ଆଜି ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନେିଦ୍ଦର୍ଶ କ୍େରମ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନେର ଉପଜିଲାପାଳ କ୍ଷେତ୍ରୀୟ ପରିଦଶର୍ନ କରି ଏକ ବ୍ଲୁ ପ୍ରିଂଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ବୋଲି ଇଂ ସାମଲ ଏହି ସାମ୍ବାଦିକ ସମ୍ମିଳନେୀର ପ୍ରକାଶ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ସବୁଜ ସେଂକତ ପ୍ରଦାନ କରିଛନ୍ତି। ଏବଂ ଉପେରାକ୍ତ ମାମଲୋର ମନ୍ଦିର ତୁଲ୍ୟ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିବା ବ୍ୟକ୍ତିମୋନ ଯଦି ସେମାନଙ୍କର ନୀତି ନବଦଳାନ୍ତି, ତେବେ ସେମାନଙ୍କ ପ୍ରତି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୋସାଇଟିର ସଦସ୍ୟ ମେନାଜ କୁମାର ଗୋସ୍ୱାମୀ, ପ୍ରବୀର କୁମାର ଜେନା ଓ ଇଂ ପ୍ରିୟବ୍ରତ ନାୟକ ଉପସ୍ଥିତ ଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍େରମାଦ

------------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande