ଆଜି ସନ୍ଧ୍ୟାରେ ଶ୍ରୀନଗର ଗସ୍ତରେ ଯାଇପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଶ୍ରୀନଗର, 15 ନଭେମ୍ବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟାରେ ଶ୍ରୀନଗର ଗସ୍ତ କରିପାରନ୍ତି। ଗତକାଲି ବିଳମ୍ବିତରାତିରେ ନୌଗାମ ପୁଲିସ ଷ୍ଟେସନ ଭିତରେ ହୋଇଥିବା ଏକ ଉଚ୍ଚ-ତୀବ୍ରତା ବିସ୍ଫୋରଣରେ 9 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 29 ଜଣ ଆହତ ହୋଇଛନ୍ତି
ଆଜି ସନ୍ଧ୍ୟାରେ ଶ୍ରୀନଗର     ଗସ୍ତରେ ଯାଇପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ


ଶ୍ରୀନଗର, 15 ନଭେମ୍ବର (ହି.ସ.)- କେନ୍ଦ୍ର

ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟାରେ ଶ୍ରୀନଗର ଗସ୍ତ କରିପାରନ୍ତି। ଗତକାଲି ବିଳମ୍ବିତରାତିରେ

ନୌଗାମ ପୁଲିସ ଷ୍ଟେସନ ଭିତରେ ହୋଇଥିବା ଏକ ଉଚ୍ଚ-ତୀବ୍ରତା ବିସ୍ଫୋରଣରେ 9 ଜଣଙ୍କ ମୃତ୍ୟୁ

ହୋଇଛି ଏବଂ 29 ଜଣ ଆହତ ହୋଇଛନ୍ତି। ସୂତ୍ର କହିବା ଅନୁସାରେ ଅମିତ ଶାହ ସନ୍ଧ୍ୟାରେ ଶ୍ରୀନଗର

ପହଞ୍ଚିବେ। ସେ କହିଛନ୍ତି ଯେ ସେ ଶ୍ରୀନଗରର ନୌଗାମ ସ୍ଥିତ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ

ଘଟଣା ସମ୍ପର୍କରେ ସୂଚନା ନେବେ। ନୌଗାମ ବିସ୍ଫୋଟରେ ଜଣେ ଏସଆଇଏଅଧିକାରୀ, ଏକ ନାଏବ ତହସିଲଦାର ସହିତ ମୋଟ 9 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 29 ଜଣ

ଆହତ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande