ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ- ଜୟ ଢୋଲକିଆ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.) ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଢୋଲକିଆ - ଗତକାଲି ବିଜେପି ନୂଆପଡ଼ା ଉପ ନିର୍ବାଚନରେ ବିଜୟ ହୋଇଛି । ଏହି ଅବସରରେ ଜୟ ଢୋଲକିଆ କହିଛନ୍ତି ଯେ, ନୂଆପଡ଼ାବାସୀ, ରାଜୁ ଢୋଲକିଆ, ଡବଲ ଇଞ୍ଜିନ ସରକାରଙ୍କ ସହ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର
ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ- ଜୟ ଢୋଲକିଆ


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)

ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଢୋଲକିଆ

- ଗତକାଲି ବିଜେପି ନୂଆପଡ଼ା ଉପ ନିର୍ବାଚନରେ ବିଜୟ ହୋଇଛି

। ଏହି ଅବସରରେ ଜୟ ଢୋଲକିଆ କହିଛନ୍ତି ଯେ, ନୂଆପଡ଼ାବାସୀ, ରାଜୁ ଢୋଲକିଆ, ଡବଲ ଇଞ୍ଜିନ ସରକାରଙ୍କ ସହ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର

କାର୍ଯ୍ୟକର୍ତ୍ତା ଓ ସଂଗଠନର ବିଜୟ ହୋଇଛି । ନୂଆପଡ଼ା ଉପ ନିର୍ବାଚନର

ପ୍ରତିନିଧିତ୍ଵ କରୁଥିବା ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି ଜୟ । ଅଞ୍ଚଳରେ ଅନେକ

ସମସ୍ୟା ଅଛି ଆମେ ସେ ଦିଗରେ

କାମ କରିବୁ । ଏହା ସହ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନେକ୍ ପ୍ରକଳ୍ପ ଘୋଷଣା କରିଛନ୍ତି ଯାହା ନୂଆପଡ଼ା ବାସୀଙ୍କୁ ଆଗକୁ ନେବ । ଯେଉଁମାନେ ମୋ ପରିବାରକୁ ବେଇମାନ କହୁଥିଲେ ସେମାନଙ୍କୁ

ଉଚିତ ଜବାବ ସାଧରଣ ଲୋକ ଦେଇଛନ୍ତି ବୋଲି ଜୟ

ଢୋଲକିଆ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande