
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)
- ନୂଆପଡା ବିଜୟକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ
କହିଛନ୍ତି ବିପୁଳ ବିଜୟ
ଆଜି ଲୋକଙ୍କ ପାଇଁ ହୋଇଛି । ସାଧରଣରେ ଲୋକଙ୍କ ନିଷ୍ଠା ଓ ଅଖଣ୍ଡ ପରିଶ୍ରମ ପାଇଁ ଏହା
ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀଙ୍କ
ଉପରେ ବିଶ୍ବାସ ଓ ମୁଖ୍ୟମନ୍ତ୍ରୀଙ୍କ
ଦକ୍ଷତାକୁ ସମସ୍ତେ ଗ୍ରହଣ କରିଛନ୍ତି । ବିହାର ଓ ଓଡିଶା ନିର୍ବାଚନ ସମସ୍ତଂକୁ ଖୁସି କରିଛି ।
ଲୋକଙ୍କ ପାଇଁ ଦେଇଥିବା କଥା ଆମେ ନିଶ୍ଚୟ କରିବୁ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା