ମୟୁରଭଂଜରେ ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ
ଭୁବନେଶ୍ୱର, 02 ନଭେମ୍ବର (ହି.ସ.) । ମୟୁରଭଞ୍ଜ ଜିଲ୍ଲା ବେତନଟୀ ନିକଟସ୍ଥ ଜୁଗଳ ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ଶନିବାର ରାତି ପ୍ରାୟ ୧୧ଟା ୩୦ରେ ଏକ ଦନ୍ତା ହାତୀ ରେଳ ଧାରଣା ଉପରକୁ ଚାଲି ଆସିଥିଲା । ସେହି ସମୟରେ ଦୃତ ଗତିରେ ଆସୁଥିବା ଟ୍ରେନ ସିଧା ହାତୀକୁ
ମୟୁରଭଂଜରେ ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ


ଭୁବନେଶ୍ୱର, 02 ନଭେମ୍ବର (ହି.ସ.) । ମୟୁରଭଞ୍ଜ ଜିଲ୍ଲା ବେତନଟୀ ନିକଟସ୍ଥ ଜୁଗଳ ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ଶନିବାର ରାତି ପ୍ରାୟ ୧୧ଟା ୩୦ରେ ଏକ ଦନ୍ତା ହାତୀ ରେଳ ଧାରଣା ଉପରକୁ ଚାଲି ଆସିଥିଲା । ସେହି ସମୟରେ ଦୃତ ଗତିରେ ଆସୁଥିବା ଟ୍ରେନ ସିଧା ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଛି । ଟ୍ରେନ୍ ହାତୀକୁ ଧକ୍କା ଦେଇ କିଛି ସମୟ ଅଟକି ରହିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande