ଏସଆଇ ଘୋଟାଲାର ମାଷ୍ଟର ମାଇଣ୍ଡ ଧରାପଡିବା ଘଟଣା- ‘ଚଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା’ କହି ସରକାରଙ୍କୁ ବିଜେଡିର ଟାର୍ଗେଟ
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଏସଆଇ ନିଯୁକ୍ତି ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ ସରକାରଙ୍କୁ ବିଜେଡି ଟାର୍ଗେଟ୍‌ କରିଛି । ଏକ ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ସୁଲତା ଦେଓ ଓ ଲେନିନ ମହାନ୍ତି । ଚଟୁ ଆମିଷ
ଏସଆଇ ଘୋଟାଲାର ମାଷ୍ଟର     ମାଇଣ୍ଡ ଧରାପଡିବା ଘଟଣା- ‘ଚଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା’ କହି ସରକାରଙ୍କୁ     ବିଜେଡିର ଟାର୍ଗେଟ


ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଏସଆଇ ନିଯୁକ୍ତି

ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ ସରକାରଙ୍କୁ ବିଜେଡି

ଟାର୍ଗେଟ୍‌ କରିଛି । ଏକ ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ସୁଲତା ଦେଓ ଓ

ଲେନିନ ମହାନ୍ତି । ଚଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା କହି ଟାର୍ଗେଟ୍‌ କରିଛି ବିଜେଡି

। ଯଦି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍‌ କଥା କହୁଛି, ତଦନ୍ତ କରାନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି ହୋଇଛି । କେବଳ ଶଙ୍କର ପୃଷ୍ଟିକୁ ଧରିଆଣି

ନିଜକୁ ଦୋଷମୁକ୍ତ ବୋଲି ଭାବିବା ଠିକ ନୁହଁ । ନହେଲେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ବିଜେଡି କହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande