ଚୋର୍‌ ମଚାଏ ସୋର୍‌ କହି ବିଜେଡିକୁ ବିଜେପିର ଟାର୍ଗେଟ୍‌
ଭୁବନେଶ୍ୱର, 2 ନଭେମ୍ବର (ହି.ସ.) - ଚୋର୍‌ ମଚାଏ ସୋର୍‌ କହି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଥିଲେ ପାତାଳରେ ଥିଲେ ବି ଦୋଷୀ ଧରାଯିବ । ନେପାଳ ସୀମାରୁ ଶଙ୍କର ପୃଷ୍ଟିକୁ ଧରାଯାଇଛି । ସେ
ଚୋର୍‌ ମଚାଏ ସୋର୍‌ କହି     ବିଜେଡିକୁ ବିଜେପିର ଟାର୍ଗେଟ୍‌


ଭୁବନେଶ୍ୱର, 2 ନଭେମ୍ବର (ହି.ସ.) - ଚୋର୍‌ ମଚାଏ

ସୋର୍‌ କହି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସେ

କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଥିଲେ ପାତାଳରେ ଥିଲେ ବି ଦୋଷୀ ଧରାଯିବ । ନେପାଳ ସୀମାରୁ ଶଙ୍କର

ପୃଷ୍ଟିକୁ ଧରାଯାଇଛି । ସେ ସଂସ୍ଥାକୁ ବିଜେଡି ସରକାର ସମୟରେ ଅନୁବନ୍ଧିତ କରାଯାଇଥିଲା । ବିଜେଡି

ଭୟ କରୁଛି ଯେ, ତାର ଲିଙ୍କ୍ ନବୀନ

ନିବାସ ଯାଏ ଥିବ ବୋଲି କହି ମନୋଜ ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande