
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ସମ ହସ୍ପିଟାଲ
ନିକଟରେ ଗୋମାଂସ କାଟି ଖାଉଥିବା ଅଭିଯୋଗରେ 15ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି । ଭରତପୁର ଥାନା ପୋଲିସ ଅଟକ ରଖି ଖୋଳତାଡ଼ କରୁଛି । ଗୋରୁ ମୁଣ୍ଡ ଜବତ କରାଯାଇଛି । ଦୀର୍ଘ ଦିନ ହେବ
ଏହିଭଳି ଗୋମାଂସ କଟା ଯାଉଥିବା ଅଭିଯୋଗ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା