ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଭିଡ଼ିଓ କଲ୍ରେ
ନବୀନଙ୍କ ନୂଆପଡା ପ୍ରଚାର । ସ୍ନେହାଙ୍ଗିନୀ ପାଇଁ ଭିଡିଓ କଲରେ ଭୋଟ ଭିକ୍ଷା କରୁଛନ୍ତି ବିଜେଡି
ସଭାପତି ନବୀନ ପଟ୍ଟନାୟକ । ପ୍ରତ୍ୟେକ ଦିନ ତିନିରୁ ଚାରୋଟି ସଭାରେ ହେଉଛନ୍ତି ସାମିଲ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
03 Nov 2025
ଭୁବନେଶ୍ୱର, 3 ନଭେମ୍ବର (ହି.ସ.)- ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱପ୍ନରୁ ସାଧନା ପର୍ଯ୍ୟନ୍ତ – ଟିମ୍ ଇଣ୍ଡିଆ ଏବେ ସୁପ୍ରିମୋ ..
ଭୁବନେଶ୍ୱର, 3 ନଭେମ୍ବର (ହି.ସ.)- ବିଶ୍ୱକପ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାରତୀୟ କ୍ରୀଡ଼ା ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲିପିବଦ୍ଧ ହୋଇଛି । ..
ଭୁବନେଶ୍ୱର, 03 ନଭେମ୍ବର (ହି.ସ.) ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, “ପ୍ରଥମ ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଟିମ୍ ..
02 Nov 2025
ଭଦ୍ରକ, ୨ ନଭେମ୍ବର (ହି.ସ.) - ଗତ ଅକ୍ଟୋବର ମାସ ୧୦ ତାରିଖ ଦିନ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପାର ଷ୍ଟେସନ ରୋଡ୍ରେ ୨ ଜଣ ଲୁଟେରା ଚରମ୍ପା ପଂଚାୟତର ଥୋରଦା ଗ୍ରାମନିବାସୀ ଗୌରହରି ମହାନ୍ତିଙ୍କ ମୋଟରସାଇକେଲ୍ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରିଥିଲେ । ଉକ୍ତ ଲୁଟ୍ ଘଟଣାର ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha