ଆସନ୍ତା ୭ ତାରିଖରେ ନୂଆପଡାରେ ହାଇଭୋଲଟେଜ ପ୍ରଚାର
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଆସନ୍ତା ୭ ତାରିଖରେ ନୂଆପଡାରେ ହାଇଭୋଲଟେଜ ପ୍ରଚାର । ବିଜେପି ପ୍ରାର୍ଥି ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ମୈଦାନକୁ ଦ୍ୱିତୀୟ ଥର ପାଇଁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡି ପ୍ରାର୍ଥିନି ସ୍ନେହାଙ୍ଗିନ ଛୁରିଆଙ୍କ ପାଇଁ ଦ୍
ଆସନ୍ତା ୭ ତାରିଖରେ     ନୂଆପଡାରେ ହାଇଭୋଲଟେଜ ପ୍ରଚାର


ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଆସନ୍ତା ୭

ତାରିଖରେ ନୂଆପଡାରେ ହାଇଭୋଲଟେଜ ପ୍ରଚାର । ବିଜେପି ପ୍ରାର୍ଥି ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ମୈଦାନକୁ

ଦ୍ୱିତୀୟ ଥର ପାଇଁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିଜେଡି ପ୍ରାର୍ଥିନି

ସ୍ନେହାଙ୍ଗିନ ଛୁରିଆଙ୍କ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ବିଶାଳ ରୋଡ଼ ଶୋ

କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେହିପରି କଂଗ୍ରେସ ବିଧାୟକ

ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ଭୋଟ ମାଗିବାକୁ ସେହିଦିନ ନୂଆପଡ଼ା ଉପ ନିର୍ବାଚନ ପ୍ରଚାର ମୈଦାନକୁ

ଓହ୍ଲାଇବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ୍ ରେଡ୍ଡୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande