
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ପୋଲିସ ଏସଆଇ ଚାକିରୀ
କେଳେଙ୍କାରୀ । ଶଙ୍କର ପୃଷ୍ଟିକୁ ଉତ୍ତରାଖଣ୍ଡରୁ ନେଇ ଭୁବନେଶ୍ୱର ଆସୁଛି କ୍ରାଇମବ୍ରାଞ୍ଚ ଟିମ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଟକ
କ୍ରାଇମବ୍ରାଞ୍ଚ ଅଫିସକୁ ନେଇ ଶଙ୍କର ପୃଷ୍ଟିକୁ ଜେରା କରିବ କ୍ରାଇମବ୍ରାଞ୍ଚ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା