ଗାୟତ୍ରୀ ମହା ଯଜ୍ଞ
ଜୟପୁର3 ନଭେମ୍ବର (ହି.ସ.)ଭଟ୍ଟା ଛିଞ୍ଚି ଗ୍ରାମ ନବ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ କରିବା ନିମନ୍ତେ 8/11/25 ଦିନ କଳସ ଯାତ୍ରା ଓ 9/11/25 ରିଖ ଦିନ 9 .00 ଘ ଯଜ୍ଞ କରିବା ନିମନ୍ତେ 60 ଜଣିଆ ପରିଚାଳନା କମିଟି ଗଠନ କର। ଗଲା । ସପ୍ତସୂତ୍ରି କାର୍ଯକ୍ରମ ପ୍ରମୁଖ ଶ୍ରୀ ନିରଞ୍ଜନ ପାଣିଗ୍ରାହି ଙ୍କ
ଗାୟତ୍ରୀ ମହା ଯଜ୍ଞ


ଜୟପୁର3 ନଭେମ୍ବର (ହି.ସ.)ଭଟ୍ଟା ଛିଞ୍ଚି ଗ୍ରାମ ନବ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ କରିବା ନିମନ୍ତେ 8/11/25 ଦିନ କଳସ ଯାତ୍ରା ଓ 9/11/25 ରିଖ ଦିନ 9 .00 ଘ ଯଜ୍ଞ କରିବା ନିମନ୍ତେ 60 ଜଣିଆ ପରିଚାଳନା କମିଟି ଗଠନ କର। ଗଲା । ସପ୍ତସୂତ୍ରି କାର୍ଯକ୍ରମ ପ୍ରମୁଖ ଶ୍ରୀ ନିରଞ୍ଜନ ପାଣିଗ୍ରାହି ଙ୍କ ଦ୍ଵାରା ଉକ୍ତ ଯଜ୍ଞ ନିମନ୍ତେ ଜାଗା ଚିହ୍ନଟ , ନକ୍ସା ପ୍ରଦାନ କରି ଗ୍ରାମ ବ।ସି ଙ୍କ ଦ୍ଵାରା ପ୍ରାରମ୍ଭିକ ଶୁଭ ଖୁଣ୍ଟି ଓ ମାଙ୍ଗଳିକ ଦ୍ରବ୍ୟ ସ୍ଥାପନ କରାଗଲା , ଏଥିରେ ସହଯୋଗ କରିଥିଲେ କୋରାପୁଟ ଜିଲ୍ଲା ସଂଯୋଜକ ସୁଶ୍ରୀ ଋତୁମ୍ୱର। ପାତ୍ର , ଆଓ ଗଢେ ସଂସ୍କାର ବ।ନ୍ ପିଢ଼ି ର ଶୁଭଶ୍ରୀ ପାଣିଗ୍ରାହି ,ପ୍ରଜ୍ଞା ପରିମିତା ପାଣିଗ୍ରାହି ,ଓ ଶେଷରେ ଗ୍ରାମବାସୀ ଦୃଢ଼ ସଂକଳ୍ପ ,ଇଚ୍ଛା ପ୍ରକାଶ କରି ସମସ୍ତେ ମିଶି ଯଜ୍ଞ ଶାଳ। ର ନିର୍ମାଣ କାର୍ଯ ପ୍ରାରମ୍ଭ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande