ଯେଉଁମାନେ ଦଳକୁ ଆସିବେ ଆମେ ସ୍ୱାଗତ କରିବୁ- ମନମୋହନ ସାମଲ
ଭୁବନେଶ୍ୱର, 3 ନଭେମ୍ବର (ହି.ସ.)- କିଏ ମିଶୁଛି ଆଉ କିଛି ସମୟ ପରେ ଜାଣି ପାରିବେ । ବିଜେଡି ଲମ୍ବା ସମୟ ଧରି ଶାସନ କ୍ଷମତାରେ ରହିଛି । ସେ ତାର ଦଳକୁ ବଞ୍ଚେଇବାକୁ ଚେଷ୍ଟା କରିବ । ଯେଉଁ ନେତା ମାନେ ବିଜେଡିର ବିଚାରଧାରା କାର୍ଯ୍ୟକଳାପରେ ସନ୍ତୁଷ୍ଟ ନ ନେହେବେ ଆଉ ଆଗ
ଯେଉଁମାନେ ଦଳକୁ ଆସିବେ ଆମେ ସ୍ୱାଗତ କରିବୁ- ମନମୋହନ     ସାମଲ


ଭୁବନେଶ୍ୱର, 3 ନଭେମ୍ବର (ହି.ସ.)- କିଏ ମିଶୁଛି ଆଉ କିଛି ସମୟ ପରେ ଜାଣି

ପାରିବେ । ବିଜେଡି ଲମ୍ବା ସମୟ ଧରି ଶାସନ କ୍ଷମତାରେ ରହିଛି । ସେ ତାର ଦଳକୁ ବଞ୍ଚେଇବାକୁ

ଚେଷ୍ଟା କରିବ । ଯେଉଁ ନେତା ମାନେ ବିଜେଡିର ବିଚାରଧାରା କାର୍ଯ୍ୟକଳାପରେ ସନ୍ତୁଷ୍ଟ ନ ନେହେବେ

ଆଉ ଆଗ୍ରହ ପ୍ରକାଶ କରି ଯେଉଁମାନେ ଆସିବେ ଆମେ ତାକୁ ସ୍ୱାଗତ କରିବୁ ବୋଲି ବିଜେପି ରାଜ୍ୟ

ସଭାପତି ମନମୋହନ ସାମଲ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande