ଏସ୍‌ଆଇ ପରୀକ୍ଷା ସ୍କାମର ଅଭିଯୁକ୍ତ ଶଙ୍କର ପୃଷ୍ଠି ଓ ସେଲିକଲ
ଗଞ୍ଜାମ, ୦୩ ନଭେମ୍ବର(ହି.ସ.) – ଏସ୍‌ଆଇ ପରୀକ୍ଷା ସ୍କାମର ଅଭିଯୁକ୍ତ ଶଙ୍କର ପୃଷ୍ଠି ଓ ସେଲିକଲ ମୁଖ୍ୟ ସୁରେଶ ନାୟକ ଗିରିଫ ଗଞ୍ଜାମ ୩ ନଭେମ୍ବର(ହିସ) ଏସଆଇ ପରୀକ୍ଷା ସ୍କାମର ଅଭିଯୁକ୍ତ ଶଙ୍କର ପୃଷ୍ଠି ଓସେଲିକଲ ମୁଖ୍ୟ ସୁରେଶ ନାୟକକୁ ଗିରିଫ ବ୍ରହ୍ମପୁର ରୁରାଲ କୋର୍ଟରେ ହାଜର କରାଯାଇଛି। କ୍ରାଇମବ୍
ଏସ୍‌ଆଇ ପରୀକ୍ଷା ସ୍କାମର ଅଭିଯୁକ୍ତ ଶଙ୍କର ପୃଷ୍ଠି ଓ ସେଲିକଲ


ଗଞ୍ଜାମ, ୦୩ ନଭେମ୍ବର(ହି.ସ.) – ଏସ୍‌ଆଇ ପରୀକ୍ଷା ସ୍କାମର ଅଭିଯୁକ୍ତ ଶଙ୍କର ପୃଷ୍ଠି ଓ ସେଲିକଲ ମୁଖ୍ୟ ସୁରେଶ ନାୟକ ଗିରିଫ ଗଞ୍ଜାମ ୩ ନଭେମ୍ବର(ହିସ) ଏସଆଇ ପରୀକ୍ଷା ସ୍କାମର ଅଭିଯୁକ୍ତ ଶଙ୍କର ପୃଷ୍ଠି ଓସେଲିକଲ ମୁଖ୍ୟ ସୁରେଶ ନାୟକକୁ ଗିରିଫ ବ୍ରହ୍ମପୁର ରୁରାଲ କୋର୍ଟରେ ହାଜର କରାଯାଇଛି। କ୍ରାଇମବ୍ରାଂଚ ଏମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande