ସୁଶାସନ ସପ୍ତାହ “ପ୍ରଶାସନ ଗାଁ କି ଓର୍ – ୨୦୨୫” ଗଞ୍ଜାମ ଜିଲ୍ଲା ତହସିଲ୍ କାର୍ଯ୍ୟାଳୟ ଗୁଡିକର ଓ.ଆର୍.ଟି.ପି.ଏସ୍. ମାମଲା ଫୈସଲା
ଗଞ୍ଜାମ, ୨୦ ଡିସେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଦାଖଲ ଖାରଜ ମାମଲା ଆର୍.ଓ.ଆର୍. 650 ଗୋଟି ଅପଡେଟ୍ ହୋଇଥିବା ସ୍ଥଳେ 52 ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ 702 ଗୋଟି ମାମଲା ଫୈସଲା କରାଯାଇଛି । ଓଡିଶା ଭୂ ସଂସ୍କାର ଅଧି୍ନିୟମ ଆର୍.ଓ.ଆର୍. 60 ଗୋଟି ଅପଡେଟ୍ ହୋଇଥିବା ବେଳେ 36 ଗୋଟି ପ୍ରତ୍ୟାଖ
ସୁଶାସନ ସପ୍ତାହ “ପ୍ରଶାସନ ଗାଁ କି ଓର୍ – ୨୦୨୫” ଗଞ୍ଜାମ ଜିଲ୍ଲା ତହସିଲ୍ କାର୍ଯ୍ୟାଳୟ ଗୁଡିକର ଓ.ଆର୍.ଟି.ପି.ଏସ୍. ମାମଲା ଫୈସଲା


ଗଞ୍ଜାମ, ୨୦ ଡିସେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଦାଖଲ ଖାରଜ ମାମଲା ଆର୍.ଓ.ଆର୍. 650 ଗୋଟି ଅପଡେଟ୍ ହୋଇଥିବା ସ୍ଥଳେ 52 ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ 702 ଗୋଟି ମାମଲା ଫୈସଲା କରାଯାଇଛି । ଓଡିଶା ଭୂ ସଂସ୍କାର ଅଧି୍ନିୟମ ଆର୍.ଓ.ଆର୍. 60 ଗୋଟି ଅପଡେଟ୍ ହୋଇଥିବା ବେଳେ 36 ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ 96 ଗୋଟି ମାମଲା ଫୈସଲା କରାଯାଇଛି । ଓଡିଶା ଭୂ ସଂସ୍କାର ଅଧିନିୟମ ଧାରା 19 (1) ସି. ଆର୍.ଓ.ଆର୍. 8 ଗୋଟି ଅପଡେଟ୍ ହୋଇଥିବା ସ୍ଥଳେ 8 ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ 16 ଗୋଟି ମାମଲା ଫୈସଲା କରାଯାଇଛି । ଆଜି 41 ଗୋଟି ମାମଲା ଜନଶୁଣାଣୀରେ ସମାଧାନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande