ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ୟ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ
ବଲାଙ୍ଗିର, 21 ଡିସେମ୍ବର (ହି.ସ.)ଶନିବାର ଓ ରବିବାର 20 ଓ 21 ଦୁଇଦିନ ଧରି ବଲାଙ୍ଗିର ଅଗ୍ରସେନ ଭବନ ଠାରେ ଦୁଇଦିନ ଧରି ଓଡିଶା ପଶ୍ଚିମ ପ୍ରାନ୍ତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ଯ ସଭାପତି କିଶୋର ମୋହନ ମିଶ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି. ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ୟ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ


ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ୟ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ


ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ୟ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ


ବଲାଙ୍ଗିର, 21 ଡିସେମ୍ବର (ହି.ସ.)ଶନିବାର ଓ ରବିବାର 20 ଓ 21 ଦୁଇଦିନ ଧରି ବଲାଙ୍ଗିର ଅଗ୍ରସେନ ଭବନ ଠାରେ ଦୁଇଦିନ ଧରି ଓଡିଶା ପଶ୍ଚିମ ପ୍ରାନ୍ତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ଯ ସଭାପତି କିଶୋର ମୋହନ ମିଶ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି. ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଶ୍ଚିମ ପ୍ରାନ୍ତର ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟକର୍ତ୍ତା ସମେତ ରାଜ୍ୟ ସଂଗଠନ ମନ୍ତ୍ରୀ କିଶୋର ସାହୁ, ସମ୍ପାଦକ ନଳିନୀ କାନ୍ତ ମହାନ୍ତି ଯୋଗଦେଇ ଥିଲେ ଓ ଗ୍ରାହକ ପଞ୍ଚାୟତ କାର୍ଯ୍ୟପ୍ରଣାଳୀ, ସଂଗଠନ, ବିଧି ବ୍ୟବସ୍ତା, ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକ ଓ ତହସିଲ ସ୍ତରରେ ସଂଗଠନ କୁ ନେଇ ଲୋକଙ୍କ ନିକଟରେ ପହଁଞ୍ଚିବା କୁ ବିଭିନ୍ନ ବିଷୟରେ କାମ କରିବା କୁ କହିଥିଲେ. ବିଭିନ୍ନ ସତ୍ର ସଭାକୁ ସମ୍ପାଦକ ପରିଚାଳନା କରିଥିଲେ. ଶେଷରେ ବଲାଙ୍ଗୀର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମ ପୂର୍ବରୁ ପୂଜନ ସଙ୍ଗଠନ ମନ୍ତ୍ର, ପ୍ରାର୍ଥନା ଶେଷରେ ଶାନ୍ତି ପାଠ ପରେ ସମାପନ ହୋଇଥିଲା. ଏଥିରେ ପୂର୍ବ ପଶ୍ଚିମ ପ୍ରାନ୍ତର ସଂଯୋଜକ ମାଣିକ ଲାଲ ବର୍ମା, ସମସ୍ତ କାର୍ଯ୍ୟକୁ ତଦାରଖ କରିଥିବା ବେଳେ କୋଷାଧ୍ୟକ୍ଷ ନବକିଶୋର ପଟେଲ, ଉପସଭାପତି ମହେଶ୍ଵର ସାହୁ, ଅଶୋକ କୁମାର ମିଶ୍ର ସହଯୋଗ କରିଥିଲେ.

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande