କଂଗ୍ରେସ ଆଗ ସ୍ଥିର କରୁ କାହା ସହିତ ଆନ୍ଦୋଳନ କରିବ- ବାବୁ ସିଂ
ପାଗଳର ପ୍ରଳାପ କରୁଛି କଂଗ୍ରେସ ଭୁବନେଶ୍ୱର, 21 ଡିସେମ୍ବର (ହି.ସ)- କଂଗ୍ରେସର ଆନ୍ଦୋଳନ ଡ଼ାକରା ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଆଗ ସ୍ଥିର କରୁ କାହା ସହିତ ଆନ୍ଦୋଳନ କରିବ । ଭକ୍ତ ଦାସ ମୁକିମଙ୍କ ସହ ଆନ୍ଦୋଳ
ବାବୁ ସିଂ


ପାଗଳର ପ୍ରଳାପ କରୁଛି କଂଗ୍ରେସ

ଭୁବନେଶ୍ୱର, 21 ଡିସେମ୍ବର (ହି.ସ)- କଂଗ୍ରେସର ଆନ୍ଦୋଳନ ଡ଼ାକରା ପ୍ରସଙ୍ଗରେ ବିଜେପି ବିଧାୟକ

ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଆଗ ସ୍ଥିର କରୁ କାହା ସହିତ ଆନ୍ଦୋଳନ କରିବ ।

ଭକ୍ତ ଦାସ ମୁକିମଙ୍କ ସହ ଆନ୍ଦୋଳନ କରୁଛନ୍ତି । ଦଳ ଭିତରେ ଆନ୍ଦୋଳନ ଚାଲିଛି । ସାରା ଦେଶରେ

କଂଗ୍ରେସ ବିଲୀନ ହେଲାଣି । ବୁଡି ଯାଉଥିବା ଲୋକକୁ ଗୋଟିଏ କୁଟା ପାଇଲେ ଭାବେ ସ୍ଥଳ ଭାଗକୁ

ଚଢିଯିବ । ପାଗଳର ପ୍ରଳାପ କରୁଛି କଂଗ୍ରେସ । ଲୋକେ କଂଗ୍ରେସକୁ ଗୁରୁତର ସହ ନ ନେବାକୁ ଅନୁରୋଧ କରିଛନ୍ତି ବାବୁ ସିଂ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande