ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
21 Dec 2025
ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ପଶ୍ଚିମ ଓଡ଼ିଶା ସମ୍ବଲପୁରର ପ୍ରତିଷ୍ଠିତ ସାମାଜିକ ସାଂସ୍କୃତିକ ସଂଗଠନ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ତିନିଦିନିଆ ୫ମ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ରବିବାର ଉଦଘାଟିତ ହୋଇଯାଇଛି। ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ର ମହାମିଳନ ଭାବରେ ଆରମ୍ଭ ..
ବଲାଙ୍ଗିର, ୨୧ ଡିସେମ୍ବର (ହି.ସ.)- ବର୍ତ୍ତମାନ କେବଳ ବଲାଙ୍ଗିରରେ ନୁହେଁ ସାରା ପଶ୍ଚିମ ଓଡିଶାରେ ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଛି । ସରକାର ଧାନ କିଣାକୁ ନେଇ ଯାହା କିଛି ବି ବ୍ୟବସ୍ଥା କରିଥିଲେ ତାହା ଫେଲ ମାରିଛି । ଆମ ଜିଲ୍ଲାରେ ସରକାର ତଥା ବିଭାଗ ଘୋଷଣା କରିଥିଲେ ୫ ..
ଜୟପୁର , 21 ଡିସେମ୍ବର (ହି.ସ.) ଜୟପୁର ପୌରସଂସ୍ଥାର ୧୬ ନମ୍ବର ୱାର୍ଡର କାଉନସଲିର ଧନିମା ହରିଜନ (୪୭)ଙ୍କ ଗତକାଲି ବିଳମ୍ବିତ ରାତ୍ରି ସାଢେ ୨ଟା ସମୟରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ବିୟୋଗ ହୋଇଛି । ଗତକାଲି ସଂଧ୍ୟାରେ ପୁରୁଣାଗଡ ସ୍ଥିତ ତାଙ୍କ ବାସଭବନ ଠାରେ ହୃଦଘାତ ହେବା ଯୋଗୁଁ ସ୍ଥାନୀୟ..
ବଲାଙ୍ଗିର, 21 ଡିସେମ୍ବର (ହି.ସ.) ବିଦ୍ୟାଳୟର ତ୍ରି୦ଶତମ ବାର୍ଷିକ ଉତ୍ସବ ପରିଚାଳନା ସମିତି ର ସଭାପତି ଶ୍ରୀ ତ୍ରିବିକ୍ରମ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳନେସଲା ପାତ୍ର ସମ୍ମାନିତ ଅତିଥି ରୂପେ ଶ୍ରୀ ପ୍ରବୀର କୁମାର ପଣ୍ଡା ଅତିରିକ୍ତ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha