
ଭୁବନେଶ୍ୱର, 21 ଡିସେମ୍ବର (ହି.ସ)- ଇନ୍ଦିରା ଗାନ୍ଧିପାର୍କରେ ଯୁବତୀଙ୍କୁ ଅସଦାଚରଣ ମାମଲା। ଗିରଫ ହେଲେ ଦୁଇ ଅଭିଯୁକ୍ତ। ଅଭିଯୁକ୍ତ
ହେଲେ ଆଶିଷ ଏବଂ ରାକେଶ। ଗତକାଲି ପାର୍କରେ ଯୁବତୀଙ୍କୁ ଅସଦାଚରଣ ସହ ତାଙ୍କ ପୁରୁଷ ବନ୍ଧୁଙ୍କୁ
କରିଥିଲେ ମାରପିଟ୍। ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା