
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ରାଜଧାନୀରେ ଲୁଟେରାଙ୍କ ଉତ୍ପାତ । ଯୁବତୀଙ୍କ ଠାରୁ
ଛଡାଇ ନେଲେ ମୋବାଇଲ ଫୋନ । ଏହାପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ । ଆଜି ସକାଳୁ ସହିଦ
ନଗର ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି ଯୁବତୀ । ବସଷ୍ଟାଣ୍ଡକୁ ଯାଉଥିବା ବେଳେ ଦୁଇଜଣ ସ୍କୁଟିରେ
ଆସି ମୋବାଇଲ ଲୁଟିନେଇ ଥିବା ଅଭିଯୋଗ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା