ଏସଆଇ ନିଯୁକ୍ତି ସ୍କାମ, ଆଉଜଣଙ୍କୁ ସିବିଆଇ ସମନ
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ପୋଲିସ ଏସଆଇ ଚାକିରୀ କେଳେଙ୍କାରୀ ଘଟଣା । ଶଙ୍କର ପୃଷ୍ଟି ଲିଙ୍କରେ ଥିବା ଜଣେ ଗେଷ୍ଟ ଫ୍ୟାକଲଟିଙ୍କୁ ସିବିଆଇ ସମନ କରିଛି । ସମନ ଜରିଆରେ ହାଜର ହୋଇ ରଖିବେ ପକ୍ଷ । ଚାକିରୀ ଆଶାୟୀମାନଙ୍କୁ ଉକ୍ତ ଗେଷ୍ଟ ଫ୍ୟାକଲଟି ଜଣଙ୍କ ଟ୍ରେନିଂ ଦେଉଥିବ
Karur CBI


ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ପୋଲିସ ଏସଆଇ ଚାକିରୀ କେଳେଙ୍କାରୀ ଘଟଣା । ଶଙ୍କର ପୃଷ୍ଟି ଲିଙ୍କରେ ଥିବା ଜଣେ ଗେଷ୍ଟ ଫ୍ୟାକଲଟିଙ୍କୁ

ସିବିଆଇ ସମନ କରିଛି । ସମନ ଜରିଆରେ ହାଜର ହୋଇ ରଖିବେ ପକ୍ଷ । ଚାକିରୀ ଆଶାୟୀମାନଙ୍କୁ ଉକ୍ତ

ଗେଷ୍ଟ ଫ୍ୟାକଲଟି ଜଣଙ୍କ ଟ୍ରେନିଂ ଦେଉଥିବା ସିବିଆଇ ଜାଣିବାକୁ ପାଇଛି । କେଉଁଭଳି ଭାବରେ

ପ୍ରଶ୍ନର ଉତ୍ତର ଦେବେ ପରୀକ୍ଷାର୍ଥୀ ସେ ନେଇ ଦେଉଥିଲା ଟ୍ରେନିଂ । ସେପଟେ ଓପିଆରବିର ଦୁଇଜଣ

କର୍ମଚାରୀଙ୍କୁ ଡାକି ସିବିଆଇଜେରା କରିଛି । ଯେଉଁମାନେ

ଏସଆଇପରୀକ୍ଷା ସମ୍ବନ୍ଧୀୟ କମ୍ପ୍ୟୁଟରରେ ଡାଟାବେସ୍

ପ୍ରସ୍ତୁତ କରୁଥିଲେ । ଆଗକୁ ମଧ୍ୟ ଅନେକ ଲୋକଙ୍କୁ ସମନ କରିପାରେ ସିବିଆଇ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande