ନବରଙ୍ଗପୁର ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ନବରଙ୍ଗପୁର ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା । କୋରାପୁଟ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ନବରଙ୍ଗପୁର ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନର ସଦସ୍ୟା ସଦସ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ


ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ନବରଙ୍ଗପୁର ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନ

ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା । କୋରାପୁଟ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ

ମୋହନ ଚରଣ ମାଝୀ ଙ୍କୁ ନବରଙ୍ଗପୁର ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନର ସଦସ୍ୟା ସଦସ୍ୟ

ମାନେ ସମ୍ବର୍ଦ୍ଧିତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande