ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର୍ – ୨୦୨୫ ଗଞ୍ଜାମ ଜିଲ୍ଲା ତହସିଲ୍ କାର୍ଯ୍ୟାଳୟ ଗୁଡିକର ଓ.ଆର.ଟି.ପି.ଏସ୍‌. ମାମଲା ଫୈସଲା
ଗଂଜାମ, ୨୨ ଡିସେମ୍ବର (ହି.ସ.) - ଗଞ୍ଜାମ ଜିଲ୍ଲାରେ ଓଡିଶା ଭୂ ସଂସ୍କାର ଅଧିନିୟମ ଆର.ଓ.ଆର ୦୩ ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ ୦୩ ଗୋଟି ମାମଲା ଫୈସଲା କରାଯାଇଛି । ଓଡିଶା ଭୂ ସଂସ୍କାର ଅଧିନିୟମ ଧାରା ୧୯ (୧) ସି. ଆର.ଓ.ଆର ୧୭ ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ ୧୭ ଗୋଟି ମାମଲା ଫୈସଲା କରାଯ
ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର୍ – ୨୦୨୫  ଗଞ୍ଜାମ ଜିଲ୍ଲା ତହସିଲ୍ କାର୍ଯ୍ୟାଳୟ ଗୁଡିକର ଓ.ଆର.ଟି.ପି.ଏସ୍‌. ମାମଲା ଫୈସଲା


ଗଂଜାମ, ୨୨ ଡିସେମ୍ବର (ହି.ସ.) - ଗଞ୍ଜାମ ଜିଲ୍ଲାରେ ଓଡିଶା ଭୂ ସଂସ୍କାର ଅଧିନିୟମ ଆର.ଓ.ଆର ୦୩ ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ ୦୩ ଗୋଟି ମାମଲା ଫୈସଲା କରାଯାଇଛି । ଓଡିଶା ଭୂ ସଂସ୍କାର ଅଧିନିୟମ ଧାରା ୧୯ (୧) ସି. ଆର.ଓ.ଆର ୧୭ ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ ୧୭ ଗୋଟି ମାମଲା ଫୈସଲା କରାଯାଇଛି । ଆଜି ୨୩ ଗୋଟି ଜନଶୁଣାଣୀ ସମାଧାନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande