ପଲ୍ୟୁସନ ସାର୍ଟିଫିକେଟ କଡାକଡି ପରେ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର ନିକଟରେ ପ୍ରବଳ ଭିଡ
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ଜାନୁୟାରୀ 1ରୁ ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବନି ପେଟ୍ରୋଲ ଓ ଡିଜେଲ । ଜାନୁଆରୀ 1 ରୁ କଡ଼ାକଡି ନିୟମ ପରେ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର ଆଗରେ ପ୍ରବଳ ଭିଡ ଜମିଛି । ବିନା ପଲ୍ୟୁସନ ସାର୍ଟିଫିକେଟରେ ଜାନୁଆରୀ 1 ରୁ ମିଳିବନି ପ୍ରେ
Petrol & diesel


ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ଜାନୁୟାରୀ 1ରୁ ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବନି

ପେଟ୍ରୋଲ ଓ ଡିଜେଲ । ଜାନୁଆରୀ 1 ରୁ କଡ଼ାକଡି ନିୟମ ପରେ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର ଆଗରେ

ପ୍ରବଳ ଭିଡ ଜମିଛି । ବିନା ପଲ୍ୟୁସନ ସାର୍ଟିଫିକେଟରେ ଜାନୁଆରୀ 1 ରୁ ମିଳିବନି ପ୍ରେଟ୍ରୋଲ ଓ

ଡିଜେଲ। ପରିବହନ ବିଭାଗର ନୂଆ ନିର୍ଦ୍ଦେଶାନାମାକୁ ନେଇ ଛାନିଆ ଗାଡି ମାଲିକ। ଗାଡିର ପଲ୍ୟୁସନ

ସାର୍ଟିଫିକେଟ କରିବା ପାଇଁ ରାଜଧାନୀ ରାଜ ରାସ୍ତାରେ ପ୍ରବଳ ଭିଡ ଦେଖାଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande