ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପି.ଭି. ନରସିଂହ ରାଓଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପି.ଭି. ନରସିଂହ ରାଓଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ପୁଣ୍ୟତିଥିରେ ପୂର୍ବତନ
ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପି.ଭି. ନରସିଂହ

ରାଓଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ପୁଣ୍ୟତିଥିରେ ପୂର୍ବତନ

ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପି.ଭି. ନରସିଂହ ରାଓ ଜୀଙ୍କୁ ସ୍ମରଣ।

ଏକ ପଣ୍ଡିତ, ରାଜନେତା ଓ ଦୂରଦର୍ଶୀ ନେତା ଭାବେ, ଭାରତକୁ ଆର୍ଥିକ

ସଙ୍କଟରୁ ବାହାର କରିଥିବା ତାଙ୍କର ଅଗ୍ରଗାମୀ ଆର୍ଥିକ ସୁଧାର ପାଇଁ ସେ ସର୍ବଦା ସ୍ମରଣୀୟ

ରହିବେ। ଭାରତୀୟ ଭାଷା ଓ ସଂସ୍କୃତି ପ୍ରତି ସେ ଗଭୀର ଆସକ୍ତି ରଖୁଥିଲେ। ତାଙ୍କର ନେତୃତ୍ୱ ପାଇଁ

ଭାରତ ସର୍ବଦା ତାଙ୍କ ପ୍ରତି କୃତଜ୍ଞ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande