କତରର ଅମୀରଙ୍କୁ ଭବ୍ୟ ସ୍ୱାଗତ,ରାଷ୍ଟ୍ରପତି ଭବନରେ ଦିଆଗଲା ଗାର୍ଡ ଅଫ ଅନର
ନୂଆଦିଲ୍ଲୀ 18 ଫେବୃଆରୀ (ହି.ସ)-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କତରର ଅମିର ଶେଖ ତମୀମ ବିନ ହମଦ ଅଲ ଥାନୀଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବରେ ସ୍ୱାଗତ କରିଛନ୍ତି।ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆୟୋଜିତ ସମାରୋହରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କ
କତରର ଅମୀରଙ୍କୁ ଭବ୍ୟ ସ୍ୱାଗତ,ରାଷ୍ଟ୍ରପତି ଭବନରେ ଦିଆଗଲା ଗାର୍ଡ ଅଫ ଅନର


ନୂଆଦିଲ୍ଲୀ 18 ଫେବୃଆରୀ

(ହି.ସ)-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କତରର ଅମିର ଶେଖ ତମୀମ ବିନ ହମଦ ଅଲ ଥାନୀଙ୍କୁ

ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବରେ ସ୍ୱାଗତ କରିଛନ୍ତି।ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ

ଆୟୋଜିତ ସମାରୋହରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରି ଆନୁଷ୍ଠାନିକ ସ୍ୱାଗତ କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ କତରର ଅମୀର ଶେଖ ତମୀମୀ

ବିନ ହମଦ ଅଲ ଥାନୀଙ୍କୁ ସ୍ୱାଗତ କରାଯାଇଛି।ଏହାପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।

ବିଦେଶ ମନ୍ତ୍ରାଳୟର ମୁଖପାତ୍ର

ରଣଧୀର ଜାୟସୱାଲ ଏକ୍ସରେ ପୋଷ୍ଟ କରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଏବଂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତରର ଅମୀର ଶେଖ ତମୀମ ବିନ ହମଦ ଅଲ-ଥାନୀଙ୍କ ଭାରତକୁ ରାଜକୀୟ

ଗ୍ରସ୍ତରେ ସ୍ୱାଗତ କରାଯାଇଛି।ଅମୀର ଶେଖ ତମୀମ ବିନ ହମଦଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ

ଆନୁଷ୍ଠାନିକ ସ୍ୱାଗତ ଏବଂ ଗାର୍ଡ ଅଫ ଅନର ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande