ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)
- ୱାର୍ଲ୍ଡ ଫୁଡ
ଇଣ୍ଡିଆର ଚତୁର୍ଥ ସଂସ୍କରଣ ସେପ୍ଟେମ୍ବର 25ରୁ 28 ଯାଏ ରାଜଧାନୀରେ ଆୟୋଜିତ କରାଯିବ । ଏହି
ବିଶ୍ୱସ୍ତରୀୟ ଖାଦ୍ୟପେୟ ସହିତ ସଂପର୍କିତ ମେଳା ସଂର୍ପକରେ ମଙ୍ଗଳବାର ନୂଆଦିଲ୍ଲୀରେ ଖାଦ୍ୟ
ପ୍ରସଂସ୍କରଣ ଉଦ୍ୟୋଗ କମିଶନର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧିଙ୍କ ସହ ଗୋଲ
ଟେବୁଲ ବୈଠକ ବସିଛି । ଗୋଲ ଟେବୁଲ ସମ୍ମିଳନୀର ଏଜେଣ୍ଡା ୱାର୍ଲ୍ଡ ଫୁଡ ଇଣ୍ଡିଆ 2025 ପାଇଁ
ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହିତ ସହଯୋଗକୁ ସଂଭାବିତ କ୍ଷେତ୍ରରେ ଉପରେ ଆଲୋଚନା କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା