ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଲେ ସିଡିଏସ ଅନିଲ ଚୌହ୍ୱାନ
ଡେରାଡୁନ, 19 ଫେବ୍ରୁଆରି (ହି.ସ.) - ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହ୍ୱାନ ବୁଧବାର ଡେରାଡୁନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଔପଚାରିକ ସ୍ୱାଗତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ସିଡିଏସଙ୍କ ମଧ୍ୟରେ ସୁରକ୍ଷା ସହିତ ଜଡିତ ବିଭିନ୍ନ
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଲେ ସିଡିଏସ ଅନିଲ ଚୌହ୍ୱାନ


ଡେରାଡୁନ, 19 ଫେବ୍ରୁଆରି (ହି.ସ.)

- ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହ୍ୱାନ ବୁଧବାର ଡେରାଡୁନ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଔପଚାରିକ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ସିଡିଏସଙ୍କ ମଧ୍ୟରେ ସୁରକ୍ଷା ସହିତ ଜଡିତ ବିଭିନ୍ନ

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହାସହିତ ସେନା ପକ୍ଷରୁ ରାଜ୍ୟରେ ଆୟୋଜିତ

ହେବାକୁ ଥିବା ଆଗାମୀ କାର୍ଯ୍ୟକ୍ରମ ଉପରେ ବି ବିଚାର ବିମର୍ଷ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande