ମୁଖ୍ୟ ସଚିବ ବିବେକ ଯୋଶୀ ପ୍ରଭାର ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି,ଦିଲ୍ଲୀରେ ଗ୍ରହଣ କରିବେ ନିର୍ବାଚନ କମିଶନର ଦାୟିତ୍ୱ
ଚଣ୍ଡୀଗଢ 19 ଫେବୃଆରୀ (ହି.ସ)-ଭାରତ ସରକାର ଦ୍ୱାରା ନିର୍ବାଚନ କମିଶନର କରାଯାଇଥିବା ହରିୟାଣା କ୍ୟାଡରର ଆଇଏଏସ ଅଧିକାରୀ ବିବେକ ଜୋଶୀ ମୁଖ୍ୟ ସଚିବ ପ୍ରଭାର ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି।ମଙ୍ଗଳବାର ଦିନ ସେ ଦିଲ୍ଲୀରେ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ।ସଚ୍ଚିବାଳୟରେ ଚର୍ଚ୍ଚା ହେଉଛି ଯେ
ମୁଖ୍ୟ ସଚିବ ବିବେକ ଯୋଶୀ ପ୍ରଭାର ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି,ଦିଲ୍ଲୀରେ ଗ୍ରହଣ କରିବେ ନିର୍ବାଚନ କମିଶନର ଦାୟିତ୍ୱ


ଚଣ୍ଡୀଗଢ 19 ଫେବୃଆରୀ (ହି.ସ)-ଭାରତ ସରକାର ଦ୍ୱାରା ନିର୍ବାଚନ କମିଶନର କରାଯାଇଥିବା ହରିୟାଣା କ୍ୟାଡରର ଆଇଏଏସ ଅଧିକାରୀ ବିବେକ ଜୋଶୀ ମୁଖ୍ୟ ସଚିବ ପ୍ରଭାର ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି।ମଙ୍ଗଳବାର ଦିନ ସେ ଦିଲ୍ଲୀରେ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ।ସଚ୍ଚିବାଳୟରେ ଚର୍ଚ୍ଚା ହେଉଛି ଯେ ସୋମବାର ରାତିରେ ମୁଖ୍ୟ ସଚିବର କାର୍ଯ୍ୟଭାର ଛାଡିବା ପୁର୍ବରୁ ସେ ଭିଆରଏସ ପାଇଁ ଆବେଦନ କରିଛନ୍ତି।ଦିଲ୍ଲୀ ଯିବା ପୁର୍ବରୁ ବିବେକ ଯୋଶୀ କହିଛନ୍ତି ସେ ଖୁବ କମ୍ ସମୟ ପାଇଁ ହରିୟାଣା ଆସିଥିଲେ କିନ୍ତୁ ନିଜ ରାଜ୍ୟକୁ ଆସିବା ତାଙ୍କ ପାଇଁ ଗର୍ବର ବିଷୟ।ତାଙ୍କ କାର୍ଯ୍ୟକାଳ ବିଷୟରେ ସେ କହିଛନ୍ତି ଯେ ଡିସେମ୍ବର ଆରମ୍ଭ ହୋଇଥିବା ସ୍ୱଚ୍ଛ ହରିୟାଣା ମିଶନ ତାଙ୍କର ପଦକ୍ଷେପ ଥିଲା।ରାଜ୍ୟର ସରକାରୀ କାର୍ଯ୍ୟାଳୟରେ 50 ବର୍ଷରେ ପ୍ରଥମ ଥର ସଫା କରାଯାଇଛି ଏବଂ କେନ୍ଦ୍ରରୁ ମିଳିଥିବା ଶିକ୍ଷାଗୁଡିକୁ କାର୍ଯ୍ୟକାରୀ କରିବାର ସୁଯୋଗ ମିଳିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande