ମହାକୁମ୍ଭରେ ପହଂଚିଲେ ଆବାସ ନକଭୀଙ୍କ ପତ୍ନୀ ସୀମା, ଲଗାଇଲେ ବୁଡ
ମହାକୁମ୍ଭନଗର, 19 ଫେବ୍ରୁଆରି (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବାସ ନକଭୀଙ୍କ ପତ୍ନୀ ସୀମା ନକଭୀ ବୁଧବାର ପରିବାର ସହିତ ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ଏହାପରେ ସେ ଜୁନା ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି ମହାରାଜଙ୍କ ସ
ମହାକୁମ୍ଭରେ ପହଂଚିଲେ ଆବାସ ନକଭୀଙ୍କ ପତ୍ନୀ ସୀମା, ଲଗାଇଲେ ବୁଡ


ମହାକୁମ୍ଭନଗର, 19 ଫେବ୍ରୁଆରି (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବାସ ନକଭୀଙ୍କ ପତ୍ନୀ ସୀମା ନକଭୀ

ବୁଧବାର ପରିବାର ସହିତ ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ଏହାପରେ ସେ ଜୁନା ଆଖଡାର

ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି ମହାରାଜଙ୍କ ସହିତ ଅନେକ ସନ୍ଥ,

ମହାତ୍ମାଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ମହାକୁମ୍ଭ ଭାରତୀୟ

ସଂସ୍କୃତି ଓ ସାମାଜିକ ସମାନତାର ପ୍ରତୀକ ଅଟେ । ଏହା ଆଧ୍ୟାତ୍ମ, ଶ୍ରଦ୍ଧା ଓ ସେବାଭାବର ଭବ୍ୟ

ସଙ୍ଗମ ଅଟେ । ମହାକୁମ୍ଭର ଏହି ଆଲୌକିକ ଆୟୋଜନ ଭାରତର ସାଂସ୍କୃତିକ ମହାନତାର ବାର୍ତ୍ତା ପୂରା

ବିଶ୍ୱକୁ ଦେଇଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande