ମଣିପୁରରେ ସୁରକ୍ଷାବାହିନୀଙ୍କ ବଡ ସଫଳତା,ଅନେକ ବିଦ୍ରୋହୀ ଗିରଫ
ଇମ୍ଫାଲ, 21 ଫେବୃଆରୀ (ହି.ସ)-ମଣିପୁରରେ ସୁରକ୍ଷାବାହିନୀ ଭିନ୍ନ ଭିନ୍ନ ଅପରେସନରେ ବଡ ସଫଳତା ପାଇଛନ୍ତି। ଅନେକ ବିଦ୍ରୋହୀଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର,ଗୋଳାବାରୁଦ ଏବଂ ମାଦକ ପଦାର୍ଥ ଉଦ୍ଧାର କରାଯାଇଛି । ଏହି ସୂଚନା ପୋଲିସ ଆଜି ଦେଇଛି। ପୋଲିସ ସୁଚନାନୁସାରେ
ମଣିପୁରରେ ସୁରକ୍ଷାବାହିନୀଙ୍କ ବଡ ସଫଳତା,ଅନେକ ବିଦ୍ରୋହୀ ଗିରଫ


ଇମ୍ଫାଲ, 21 ଫେବୃଆରୀ

(ହି.ସ)-ମଣିପୁରରେ ସୁରକ୍ଷାବାହିନୀ ଭିନ୍ନ ଭିନ୍ନ ଅପରେସନରେ ବଡ ସଫଳତା ପାଇଛନ୍ତି। ଅନେକ ବିଦ୍ରୋହୀଙ୍କୁ

ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର,ଗୋଳାବାରୁଦ ଏବଂ ମାଦକ ପଦାର୍ଥ ଉଦ୍ଧାର କରାଯାଇଛି । ଏହି ସୂଚନା

ପୋଲିସ ଆଜି ଦେଇଛି। ପୋଲିସ ସୁଚନାନୁସାରେ ବିଷ୍ଣୁପୁର

ଜିଲ୍ଲାର ମୋଇରାଙ୍ଗ କିୟାମ ଲୀକାଇ (ମୋଇରାଙ୍ଗ ଥାନା ଅଞ୍ଚଳ )ରେ ସୁରକ୍ଷା ବାହିନୀ କେୱାଇକେଏଲ

ସଂଗଠନର 13 ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande