ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ଦୁଇଜଣ ଗିରଫ
ମୁମ୍ବାଇ, 21 ଫେବୃଆରୀ (ହି.ସ)-ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାରକୁ ବୋମାରେ ଉଡାଇଦେବାକୁ ଧମକ ଦେଉଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ବୁଲଢାଣା ଜିଲ୍ଲାର ଦେୱଲଗାଓଁରୁ ଗିରଫ କରିଛି। ପୋଲିସ ଉଭୟଙ୍କୁ ଶୁକ୍ରବାର ମୁମ୍ବାଇକୁ ନେଇ ପହଁଞ୍ଚିବ ଏବଂ ଏ
ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ଦୁଇଜଣ ଗିରଫ


ମୁମ୍ବାଇ, 21 ଫେବୃଆରୀ (ହି.ସ)-ମହାରାଷ୍ଟ୍ରର

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାରକୁ ବୋମାରେ ଉଡାଇଦେବାକୁ ଧମକ ଦେଉଥିବା ଅଭିଯୁକ୍ତଙ୍କୁ

ମୁମ୍ବାଇ ପୋଲିସ ବୁଲଢାଣା ଜିଲ୍ଲାର ଦେୱଲଗାଓଁରୁ ଗିରଫ କରିଛି। ପୋଲିସ ଉଭୟଙ୍କୁ ଶୁକ୍ରବାର

ମୁମ୍ବାଇକୁ ନେଇ ପହଁଞ୍ଚିବ ଏବଂ ଏଠାରେ କୋର୍ଟରେ ହାଜର କରିବ।

ମୁମ୍ବାଇ ଅନୁଯାୟୀ ଗୁରୁବାର

ମୁମ୍ବାଇର ଗୋରେଗାଓଁ ,ମନ୍ତ୍ରାଳୟ ଏବଂ ଜେଜେ ମାର୍ଗ ପୋଲିସ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ

କାରକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଇମେଲ ମିଳିଥିଲା।ଏହାପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ

ପୋଲିସ ଇମେଲ ପଠାଇଥିବା ଲୋକର ପତ୍ତା ଲଗାଇଥିଲେ।ଏହି ଇମେଲ ବୁଲଢାଣା ଜିଲ୍ଲାର ଦେଓଲଗାଓଁରୁ

ପଠାଯାଇଥିବା ମୁମ୍ବାଇ ପୋଲିସ ପତ୍ତା ଲଗାଇଥିଲା।ଏହାପରେ ମୁମ୍ବାଇ ପୋଲିସ ବୁଲଢାଣା ପୋଲିସ ସହିତ

ମିଳିତ କାର୍ଯ୍ୟାନୁଷ୍ଠାନ କରି ଦେଓଲଗାଓଁରୁ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande