ମହାକୁମ୍ଭରେ ଆସନ୍ତାକାଲି ଶଙ୍କରାଚାର୍ଯ୍ୟ ବିଜୟେନ୍ଦ୍ର ସରସ୍ୱତୀଙ୍କ ଆଗମନ
ମହାକୁମ୍ଭ ନଗର 22 ଫେବୃଆରୀ (ହି.ସ)-ଶ୍ରୀ କାଞ୍ଚୀ କାମକୋଟି ପୀଠରେ ପୀଠାଧୀଶ୍ୱର ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶଙ୍କର ବିଜୟେନ୍ଦ୍ର ମହାକୁମ୍ଭ ପହଁଞ୍ଚିବେ। ଶଙ୍କରାଚାର୍ଯ୍ୟ ଦକ୍ଷିଣ ଭାରତରୁ ଆସିଥିବା ବୈଦିକ ବିଦ୍ୱାନଙ୍କ ସହ ସଙ୍ଗମରେ ବୁଡ ପକାଇବେଏବଂ ମା ଗଙ
ମହାକୁମ୍ଭରେ ଆସନ୍ତାକାଲି ଶଙ୍କରାଚାର୍ଯ୍ୟ ବିଜୟେନ୍ଦ୍ର ସରସ୍ୱତୀଙ୍କ ଆଗମନ


ମହାକୁମ୍ଭ ନଗର 22 ଫେବୃଆରୀ

(ହି.ସ)-ଶ୍ରୀ କାଞ୍ଚୀ କାମକୋଟି ପୀଠରେ ପୀଠାଧୀଶ୍ୱର ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶଙ୍କର

ବିଜୟେନ୍ଦ୍ର ମହାକୁମ୍ଭ ପହଁଞ୍ଚିବେ। ଶଙ୍କରାଚାର୍ଯ୍ୟ ଦକ୍ଷିଣ ଭାରତରୁ ଆସିଥିବା ବୈଦିକ

ବିଦ୍ୱାନଙ୍କ ସହ ସଙ୍ଗମରେ ବୁଡ ପକାଇବେଏବଂ ମା

ଗଙ୍ଗାଙ୍କ ପୁଜାର୍ଚ୍ଚନା କରିବେ। ଏହି ସୂଚନା କାଞ୍ଚୀ କାମକୋଟି ପୀଠର ପ୍ରତିନିଧି

ବି.ଏସ.ସୁବ୍ରମଣ୍ୟମ ମଣି ଦେଇଛନ୍ତି।

ବି.ଏସ.ସୁବ୍ରମଣୟମ ମଣି

ହିନ୍ଦୁସ୍ଥାନ ସମାଚାରକୁ କହିଛନ୍ତି ଯେ ମହାକୁମ୍ଭ ମେଳା ଅଞ୍ଚଳର ସେକ୍ଟର 20ରେ କାଞ୍ଚୀ ପୀଠର

ଶିବିର ଲାଗିଛି।ସେଠାରେ ଶଙ୍କରାଚାର୍ଯ୍ୟ ବିଜୟେନ୍ଦ୍ର ସରସ୍ୱତୀଙ୍କ ପ୍ରାକାଟ୍ୟ ମହୋତ୍ସବ

ଚାଲିଛି।ଏହି ମହୋତ୍ସବରେ ମାନବ କଲ୍ୟାଣ ଏବଂ ବିଶ୍ୱ ଶାନ୍ତି ପାଇଁ ଅନେକ ପ୍ରକାର ଅନୁଷ୍ଠାନ ଚାଲିଛି।23

ଫେବୃଆରୀରେ ହେବାକୁ ଥିବା ଅନୁଷ୍ଠାନରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ

ମଧ୍ୟ ସାମିଲ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande