ଭୁବନେଶ୍ୱର। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ମହାଶିବରାତ୍ରୀ ପରେ ଶୁଭକାମନା ଜଣାଇଛନ୍ତି।
ସେ ସୋସିଆଲ୍ ମିଡିଆ ଏକ୍ସ ଉପରେ ଲେଖିଛନ୍ତି,
ମହାଶିବରାତ୍ରୀର ପବିତ୍ର ପର୍ବରେ ସମସ୍ତ ଦେଶବାସୀଙ୍କୁ
ହାର୍ଦ୍ଦିକ ଶୁଭକାମନା। ଭଗବାନ ଭୋଲେନାଥ ଏବଂ ମାତା ପାର୍ବତୀ ସମସ୍ତଙ୍କ ଜୀବନରେ ଶୁଭ, ସମୃଦ୍ଧି ଓ ଆଧ୍ୟାତ୍ମିକ ଉର୍ଜାର ସଂଚାର କରନ୍ତୁ। ଓଁ ନମଃ
ଶିବାୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା