ମହାଶିବରାତ୍ରୀରେ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଶୁଭେଚ୍ଛା
ନୂଆ ଦିଲ୍ଲୀ, 26 ଫେବୃବାରୀ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହା ଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏକ୍ସ ରେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ ଭଗବାନ ଭୋଲେନାଥଙ୍କୁ ସମର୍ପିତ ପବିତ୍ର ପର୍ବ ମହାଶିବରାତ୍ରୀର ଅସୀମ ଶୁଭକାମନା। ଏହି ଦିବ୍ୟ ସୁଯୋଗ ଆପଣମ
ମହାଶିବରାତ୍ରୀରେ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଶୁଭେଚ୍ଛା


ନୂଆ ଦିଲ୍ଲୀ, 26 ଫେବୃବାରୀ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହା ଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଏକ୍ସ ରେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ ଭଗବାନ ଭୋଲେନାଥଙ୍କୁ ସମର୍ପିତ ପବିତ୍ର ପର୍ବ ମହାଶିବରାତ୍ରୀର ଅସୀମ ଶୁଭକାମନା। ଏହି ଦିବ୍ୟ ସୁଯୋଗ ଆପଣମାନେ ସମସ୍ତଙ୍କ ପାଇଁ ଶୁଭ-ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ନେଇଆସୁ ଓ ଏହା ସହ ଉନ୍ନତ ଭାରତର ସଙ୍କଳ୍ପକୁ ସୁଦୃଢ଼ କରୁ , ଏହି ହେଉଛି ମୋର କାମନା। ହର-ହର ମହାଦେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande