ଆକଳନଠାରୁ ଲିଙ୍ଗରାଜ ମନ୍ଦିରରେ ଅଧିକ ଭିଡ- ଜିଲ୍ଲାପାଳ
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ଆକଳନ ଠାରୁ ଅଧିକ ଭକ୍ତଙ୍କ ଭିଡ ଲିଙ୍ଗରାଜ ମନ୍ଦିରରେ ହୋଇଛି । ଭିଡ ନିୟନ୍ତ୍ରଣ କରିବା ସାମାନ୍ୟ କଷ୍ଟ ହୋଇଛି । ତଥାପି ପୋଲିସ ପ୍ରଶାସନ ଓ ଅଧିକାରୀ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ଲାଗିଛନ୍ତି। ୧୧ଟା ପରେ ସାହାଣମେଳା ଦର୍ଶନ ପ
ଆକଳନଠାରୁ ଲିଙ୍ଗରାଜ ମନ୍ଦିରରେ ଅଧିକ     ଭିଡ- ଜିଲ୍ଲାପାଳ


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ଆକଳନ ଠାରୁ ଅଧିକ ଭକ୍ତଙ୍କ

ଭିଡ ଲିଙ୍ଗରାଜ ମନ୍ଦିରରେ ହୋଇଛି । ଭିଡ

ନିୟନ୍ତ୍ରଣ କରିବା ସାମାନ୍ୟ କଷ୍ଟ ହୋଇଛି । ତଥାପି ପୋଲିସ ପ୍ରଶାସନ ଓ ଅଧିକାରୀ ଶୃଙ୍ଖଳିତ ଦର୍ଶନ

କରାଇବା ପାଇଁ ଲାଗିଛନ୍ତି। ୧୧ଟା ପରେ ସାହାଣମେଳା ଦର୍ଶନ ପରେ ବ୍ୟବସ୍ଥିତ ହୋଇଯିବ ଭିଡ। ଧାଡ଼ି

ଦର୍ଶନ ଚଞ୍ଚଳ ହେବ। ଏଣୁ ବ୍ୟସ୍ତ ନ ହେବାକୁ ଜିଲ୍ଲାପାଳ କହିଛନ୍ତି । ମନ୍ଦିର ନିତିକାନ୍ତି

କିଭଳି ସୁରୁଖୁରୁରେ ହେବ ତାକୁ ନେଇ ସେବାୟତଙ୍କ ସହ ମଧ୍ୟ ସକାଳୁ ଆଲୋଚନା ହୋଇଛି । ଏବେ ସୁଦ୍ଧା

ସବୁ ସଠିକ୍ ଓ ନିର୍ଦ୍ଧାରିତ ସମୟରେ ଚାଲିଛି ବୋଲି ଜିଲ୍ଲାପାଳ ଚଂଚଳ ରଣା କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande