ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ଥିତି ସୁଧିରିଛି- ଡିସିପି
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ହଠାତ୍ ଆଶା ଠାରୁ ଅଧିକ ଭକ୍ତଙ୍କ ଯୋଗୁଁ ଭିଡ ନିୟନ୍ତ୍ରଣ ହୋଇପାରିଲା ନାହିଁ। ହେଲେ ସ୍ଥିତି ସୁଧୁରୁଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ପୋଲିସ ଫୋର୍ସ ଲାଗିଛନ୍ତି। ରାତି ଆମ ପାଇଁ ଅଧିକ ଚାଲେଞ୍ଜ। ଆମେ ପ୍ରସ୍ତୁତ ହେଉଛୁ
ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ଥିତି     ସୁଧିରିଛି- ଡିସିପି


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ହଠାତ୍ ଆଶା ଠାରୁ ଅଧିକ

ଭକ୍ତଙ୍କ ଯୋଗୁଁ ଭିଡ ନିୟନ୍ତ୍ରଣ ହୋଇପାରିଲା ନାହିଁ। ହେଲେ ସ୍ଥିତି ସୁଧୁରୁଛି ବୋଲି

କହିଛନ୍ତି ଡିସିପି ପିନାକ ମିଶ୍ର । ପୋଲିସ ଫୋର୍ସ ଲାଗିଛନ୍ତି। ରାତି ଆମ ପାଇଁ ଅଧିକ ଚାଲେଞ୍ଜ।

ଆମେ ପ୍ରସ୍ତୁତ ହେଉଛୁ। ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ହେବ। ରାତି ୩ ଟା ରୁ ଏବେ ସୁଦ୍ଧା ୫୦

ହଜାର ଭକ୍ତ ଦର୍ଶନ କରି ସାଇଲେଣି। ଗୋଟିଏ ଦ୍ୱାରରେ ଲୋକମାନେ ଯିବା ଆସିବ କରିବା ଦ୍ୱାରା ଭିଡ

ଅସମ୍ଭାଳ ହୋଇପଡ଼ିଲା ବୋଲି ଡିସିପି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande