ଶ୍ରୀଲିଙ୍ଗରାଜ ମନ୍ଦିରରେ ଠେଲାପେଲା
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ଶ୍ରୀଲିଙ୍ଗରାଜ ମନ୍ଦିରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାଶିବରାତ୍ରୀ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ହୋଇଥିଲା। ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନିକଟରେ ଠେଲାପେଲା ପରିସ୍ଥିତି ଦେ
ଶ୍ରୀଲିଙ୍ଗରାଜ ମନ୍ଦିରରେ ଠେଲାପେଲା


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ଶ୍ରୀଲିଙ୍ଗରାଜ ମନ୍ଦିରରେ

ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାଶିବରାତ୍ରୀ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ

ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ହୋଇଥିଲା। ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନିକଟରେ ଠେଲାପେଲା

ପରିସ୍ଥିତି ଦେଖାଦେଇଥିଲା । ଏଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ତେବେ ପୋଲିସ

ପ୍ରଶାସନ ପକ୍ଷରୁ ଭିଡକୁ ନିୟନ୍ତ୍ରଣ କରାଯାଇ ପରିସ୍ଥିତିକୁ ଆୟତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande