୫୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଗଂଜାମ, 30 ମେ (ହି.ସ.) ଗାଙ୍ଗପୁର ଥାନା‌ ପୁଲିସ ଦୁଵୁଲୂଣ୍ଡା‌ଘାଇ ଛକରେ ଚଢାଉ କରି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଷଡ଼ଙ୍ଗୀ ପଲ୍ଲୀର ବଳରାମ ବେହେରା(,୬୦)କୁ ଗିରଫ କରିଛି । ତାଠାରୁ ପ୍ରାୟ ୫୨କେକି ଗଞ୍ଜେଇ ଓ ଗୋଟିଏ‌ ମୋପେଡ ଜବତ କରିଛି। ଥାନାରେ ୩୫୯/୨୫ରେଏକ ମାମଲା ରୁଜୁ କରି ବଳରାମଙ୍କୁ ପୁଲିସ ଗ
୫୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ


ଗଂଜାମ, 30 ମେ (ହି.ସ.)

ଗାଙ୍ଗପୁର ଥାନା‌ ପୁଲିସ ଦୁଵୁଲୂଣ୍ଡା‌ଘାଇ ଛକରେ ଚଢାଉ କରି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଷଡ଼ଙ୍ଗୀ ପଲ୍ଲୀର ବଳରାମ ବେହେରା(,୬୦)କୁ ଗିରଫ କରିଛି । ତାଠାରୁ ପ୍ରାୟ ୫୨କେକି ଗଞ୍ଜେଇ ଓ ଗୋଟିଏ‌ ମୋପେଡ ଜବତ କରିଛି। ଥାନାରେ ୩୫୯/୨୫ରେଏକ ମାମଲା ରୁଜୁ କରି ବଳରାମଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ‌‌ ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande