ଭୁବନେଶ୍ୱର,୩୦ ମଇ (ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ପିସିସି ଟ୍ରାଇବାଲ ଡ୍ରାଫ୍ଟିଂ କମିଟିର ସଦସ୍ୟ ଭାବରେ ମୋଟ ରାଜ ଡୁଙ୍ଗଡୁଙ୍ଗଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା