ଜଣେ ଯୁବକ ଓ ତାଙ୍କ ପିତା ଏବଂ ଭଉଣୀଙ୍କୁ ଗିରଫ କଲା ଏନଆଇଏ
କାମରୂପ(ଆସାମ), ୩୧ ମଇ (ହି.ସ.)- କାମରୂପ ଜିଲ୍ଲାର ରେଶମ ନଗରୀ ରୂପେ ବିଖ୍ୟାତ ସୁବାଲକୁଚିରେ ଶନିବାର ସକାଳେ ଆସାମ ପୋଲିସ ସହାୟତାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଅଭିଯାନ ଚଳାଇଥିଲା । ସୁବାଲକୁଚିର ବସନ୍ତପୁରରେ ଏହି ଅଭିଯାନ କରାଯାଇଥିଲା । ଏହି ସମୟରେ ସେଠାରୁ ପିତା- ଭଉଣୀ ସହିତ ଏକ ଯୁବକକୁ ଗ
ଜଣେ ଯୁବକ ଓ ତାଙ୍କ ପିତା ଏବଂ ଭଉଣୀଙ୍କୁ ଗିରଫ କଲା ଏନଆଇଏ


କାମରୂପ(ଆସାମ), ୩୧ ମଇ (ହି.ସ.)- କାମରୂପ ଜିଲ୍ଲାର ରେଶମ ନଗରୀ ରୂପେ ବିଖ୍ୟାତ ସୁବାଲକୁଚିରେ ଶନିବାର ସକାଳେ ଆସାମ ପୋଲିସ ସହାୟତାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଅଭିଯାନ ଚଳାଇଥିଲା । ସୁବାଲକୁଚିର ବସନ୍ତପୁରରେ ଏହି ଅଭିଯାନ କରାଯାଇଥିଲା । ଏହି ସମୟରେ ସେଠାରୁ ପିତା- ଭଉଣୀ ସହିତ ଏକ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ହିରକ କଲିତା । ଏବଂ ପିତାଙ୍କ ପରିଚୟ ନିରେନ କଲିତା ଏବଂ ଭଉଣୀର ନାମ ରୁପାଲି କଲିତା ବୋଲି କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande