ହଜାରିବାଗ, 31 ମେ (ହି.ସ.) ଝାରଖଂଡର ହଜାରିବାଗ ଜିଲ୍ଲାର ଲୋକନାୟକ ଜୟ ପ୍ରକାଶ ନାରାୟଣ କେନ୍ଦ୍ରୀୟ କାରାଗାରରେ ଥିବା ଜଣେ ବିଚାରାଧୀନ ନକ୍ସଲବାଦୀ ଆତ୍ମହତ୍ୟା କରିଥିବା ଜଣା ପ଼ଡିଛି । ଆଜି ସକାଳେ ୱାର୍ଡ ଡି ର ତାର ଶବ ଲଟକି ଥିବା ଦେଖି୍ବାକୁ ମିଳିଥିଲା । 2021 ମସିହା ଫେବୃଆରୀ ମାସରେ ସେ ଏହି ଜେଲକୁ ଆସିଥିଲା ।ତା ନାମରେ 8ଟି ମାମଲା ରହିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ