'ଲୋକମାତା' ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ପ୍ରଣାମ ଜଣାଇଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 31 ମେ (ହି.ସ.) ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ଲୋକମାତା' ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ତାଙ୍କୁ ସ୍ମରଣ କରିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ସେବା, ଧର୍ମନିଷ୍ଠା, ନ୍ୟାୟପ୍ରିୟତା ଓ ଲୋକକଲ୍ୟାଣର ପ୍ରତୀକ 'ଲୋକମାତା' ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ
'ଲୋକମାତା' ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ପ୍ରଣାମ ଜଣାଇଲେ ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, 31 ମେ (ହି.ସ.) ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ଲୋକମାତା' ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ତାଙ୍କୁ ସ୍ମରଣ କରିଛନ୍ତି ।

ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ସେବା, ଧର୍ମନିଷ୍ଠା, ନ୍ୟାୟପ୍ରିୟତା ଓ ଲୋକକଲ୍ୟାଣର ପ୍ରତୀକ 'ଲୋକମାତା' ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ କୋଟି କୋଟି ନମନ । ତାଙ୍କର ଜୀବନ ହେଉଛି ମହିଳା ସଶକ୍ତିକରଣ, ସାମାଜିକ ଉତ୍ଥାନ, ସାଂସ୍କୃତିକ ପୁନରୁତ୍ଥାନର ପ୍ରକାଶ ପୁଂଜ, ଯାହା ଆମକୁ ଯୁଗ ଯୁଗ ଧରି ପ୍ରେରଣା ଦେଉଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande