ଉତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମଙ୍କ ଖାନଙ୍କ ପତ୍ନୀ ଓ ପୁଅର ଶସ୍ତ୍ର ଲାଇସେନ୍ସ ରଦ୍ଦ
ଲକ୍ଷ୍ନୌ, 31 ମେ (ହି.ସ.) ଉତର ପ୍ରଦେଶର ରାମପୁର ଜିଲ୍ଲାର କୋତୱାତିର ପୋଲିସ ନୀରିକ୍ଷକଙ୍କ ସୁପାରିଶ ଆଧାରରେ ଜିଲ୍ଲାଧିକାରୀ ଯୋଗେନ୍ଦ୍ର ସିଂହ ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ପତ୍ନୀ ତଜିନ ଫାତମା ଓ ତାଙ୍କର ପୁଅ ତଥା ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମଙ୍କର ଶସ୍ତ୍ର ଲାଇସେନ୍ସକୁ ରଦ୍ଦ କରି ଦେଇ
ଉତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମଙ୍କ ଖାନଙ୍କ ପତ୍ନୀ ଓ ପୁଅର ଶସ୍ତ୍ର ଲାଇସେନ୍ସ ରଦ୍ଦ


ଲକ୍ଷ୍ନୌ, 31 ମେ (ହି.ସ.) ଉତର ପ୍ରଦେଶର ରାମପୁର ଜିଲ୍ଲାର କୋତୱାତିର ପୋଲିସ ନୀରିକ୍ଷକଙ୍କ ସୁପାରିଶ ଆଧାରରେ ଜିଲ୍ଲାଧିକାରୀ ଯୋଗେନ୍ଦ୍ର ସିଂହ ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ପତ୍ନୀ ତଜିନ ଫାତମା ଓ ତାଙ୍କର ପୁଅ ତଥା ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମଙ୍କର ଶସ୍ତ୍ର ଲାଇସେନ୍ସକୁ ରଦ୍ଦ କରି ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande