ଭୁବନେଶ୍ୱର, 10 ଜୁନ୍ (ହି.ସ.)- ଶଙ୍ଖ ଭବନରେ
ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ବିରୋଧ । ବିଜେଡି ଜନ ଜାଗରଣ ଅଭିଯାନ ବେଳେ ଦୁର୍ବ୍ୟବହାର
ହୋଇଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମ ଆରମ୍ଭରୁ କିଛି ଯୁବ ନେତା ମାନସ ମଙ୍ଗରାଜଙ୍କ ବିରୋଧରେ
ନାରାବାଜି କରିଥିଲେ । ନିର୍ବାଚନ ପରିଚାଳନା ତ୍ରୁଟିକୁ ନେଇ ବିରୋଧ ହୋଇଥିବା ସୂଚନା ମିଳିଛି । ପରେ
ସଭା ମଝିରୁ ଉଠି ପଳାଇଥିଲେ ମାନସ ମଙ୍ଗରାଜ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା