ଭୁବନେଶ୍ୱର, 18 ଜୁନ୍ (ହି.ସ.)
- ପ୍ରଧାନମନ୍ତ୍ରୀଙ୍କ
ଗସ୍ତ ପୂର୍ବରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ରାସ୍ତାର ଉଭୟ ପାର୍ଶ୍ଵକୁ
ଯାଞ୍ଚ କରିଛି ବମ ସ୍କ୍ୱାର୍ଡ ଟିମ । ଏସପିଜି ଓ କମିଶନରେଟ ପୋଲିସ ପକ୍ଷରୁ ଏହି ଯାଞ୍ଚ
କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା